ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ, ତିନ ମୃତ
Reporter: ଇନ୍ଦ୍ରଜିତ ମିଶ୍ର
Place: ଶୁକ୍ରୁଳି ମୟୂରଭଞ୍ଜ
Date:12/02/26
ଆଙ୍କର : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଝୁମୁକାକୁଦର ଗ୍ରାମ ରେ ଘଟିଛି ଦୁର୍ଘଟଣା, ତିନ ମୃତ, ଘଟଣା ଘଟିଛି ଝୁମୁକାକୁଦର ଗ୍ରାମ ନିକଟ ପୋଲ ରେ ପିଟି ହୋଇ ପୋଲ ତଳକୁ ଖସିଲା ଟ୍ରାକ୍ଟର, ଟ୍ରାକ୍ଟର ଟି ରସାମତଲା କୁ ଆସୁଥିଲା, କରଞ୍ଜିଆ ପୋଲିସ ଖବର ପାଇ ଘାଟଣ ସ୍ଥଳକୁ ଯାଇ ମୃତ ତିନ ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲ କୁ ପଠାଇଛି, ମୃତକ ପାଗଲୁ ହୋ ରାସମତଲା ଗ୍ରାମର ଜଣେ ଟ୍ରାକ୍ଟର ଡ୍ରାଇଭର ଏବଂ ଦୁଇ ନାବାଳକ,ସୁନାରାମ ମାରାଣ୍ଡି,ଜାଟିଆ ହୋ କାଦ ଡିହା ଗ୍ରାମର ଭାଲିଆ ଗ୍ରାମର ଜଣେ ଅନ୍ୟ ଜଣେ ଝାଡବେଡା, ମୁର୍ଗାସାହିର ସମସ୍ତେ ଖଡ଼ିକୁଦର ଗ୍ରାମରେ ଚାଲିଥିବା ଗ୍ରାମଞ୍ଚଳ ସ୍ପୋର୍ଟ୍ସ ଦେଖି ରସମତଳା କୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା,ଟ୍ରାକ୍ଟର ରେ ବସିଥିବା ଅନ୍ୟ 4,ଜଣ ଗୁରୁତର, ସମସ୍ତଙ୍କୁ କରଞ୍ଜିଆ ହସ୍ପିଟାଲ ରେ ଭର୍ତି
