*ଖଡିଆଳ ମହୋତ୍ସବ -୨୦୨୬ ଉଦଘାଟନ ନେଇ ମଞ୍ଚ ପ୍ରସ୍ତୁତ,*
ନୂଆପଡା (ମିଖାଏଲ ନନ୍ଦ)
ତା-୦୪-୦୨
ରାଜସ୍ଥାନ ଜୟପୁର ହାୱା ମହଲ ଜୀବନ୍ତ ରୂପ ନେଇ ଛି ଖଡ଼ିଆଳ ମହୋତ୍ସବ କଡା ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଉଚ୍ଚ ସ୍ତରୀୟ ପୋଲିସ ବଳୟ, ସମୀକ୍ଷା କରିଛନ୍ତି ଉଚ୍ଚସ୍ତରୀୟ ପୋଲିସ ଅଧିକାରୀ। ଅତିରିକ୍ତ ଏସ ପି ରଂଜିତ ନାଏକ, ଖଡିଆଳ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ , ଖରୀଆର ରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ, ଖଡିଆଳ ଥାନା ଅଧିକାରୀ ସୁମନ୍ତ କୁମାର ନାଏକ।
