*ନବମ ଥର ପାଇଁ ଦେଶର ମହିଳା ଅର୍ଥ ମନ୍ତ୍ରୀ ନିର୍ମଳା ସିତାରାମ ଦେଶର ବଜେଟ ଉପସ୍ଥାପନ କାର୍ଯ୍ୟକ୍ରମ କୁ ଦେଖିଥିଲେ*
ନୂଆପଡା (ମିଖାଏଲ ନନ୍ଦ)
ତା-୦୧-୦୨
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରେସନ ଭବନ ଠାରେ ଆଜି ନବମ ଥର ପାଇଁ ଦେଶର ମହିଳା ଅର୍ଥ ମନ୍ତ୍ରୀ ନିର୍ମଳା ସିତାରାମ ଦେଶର ବଜେଟ ଉପସ୍ଥାପନ କାର୍ଯ୍ୟକ୍ରମକୁ ଦେଖିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ବଜେଟ ରେ ଦେଶର ପ୍ରତ୍ୟେକ ସ୍ତର ବ୍ୟକ୍ତି ଙ୍କ ପାଇଁ ବିଶେଷ ଧ୍ୟାନ ଦେଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ସ୍ଥଳୀର ବିକାଶ ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ ରୂପେ ଖୋଗଲ ବିଜ୍ଞାନ ଗ୍ରହ ନକ୍ଷତ୍ର ସ୍ଥିତ ନୂତନ ବିଷୟ ପାଠ୍ୟ ସାମିଲ କରିବା ଉପରେ ଶିକ୍ଷା ବ୍ୟବସ୍ଥା ପାଇଁ ଆର୍ଥିକ ବ୍ୟବସ୍ଥା ହୋଇଅଛି।
