*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ରୁଦ୍ର ପଦ୍ମିନୀ ହାଇସ୍କୁଲ ଚିନ୍ଦାଗୁଡା ୨୦୦୧ ମେଟ୍ରିକ୍ ବନ୍ଧୁଙ୍କ ସହାୟତା*
ନୂଆପଡା (ମିଖାଏଲ ନନ୍ଦ)
ତା:୦୨.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ଅନ୍ତର୍ଗତ ରୁଦ୍ର ପଦ୍ମିନୀ ହାଇସ୍କୁଲ ଚିନ୍ଦାଗୁଡା ୨୦୦୧ ମେଟ୍ରିକ୍ ବନ୍ଧୁଙ୍କ ସହାୟତା କରିଛନ୍ତି। ତାଙ୍କ ମେଟ୍ରିକ୍ ଚ୍ୟାଚ ର ଡୋଟୋ ଗ୍ରାମନିବାସୀ ଯୋଷବନ୍ତ ବାଗ ଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ବନ୍ଧୁଙ୍କ ପରିବାର କୁ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।ସମସ୍ତ ବନ୍ଧୁ ମିଳିତ ଭାବରେ ୧୦ ହଜାର ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସରୋଜ ଶତପଥୀ, ହେମରଞ୍ଜନ ପୋଢ଼, ସାହଜାଦ ଖାନ, ବୃନ୍ଦାବନ ବାଗ, ଲୋଚନ କାଣ୍ଡ, ଚିତ ରଞ୍ଜନ ପରୂଆ ପ୍ରମୁଖ ସାମିଲ ହୋଇଥିଲେ।
