ବାପା, ଆପଣଙ୍କ ଅକାଳ ବିୟୋଗ ଯୋଗୁଁ ଆମେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛୁ ।ପ୍ରତ୍ୟେକଟି ମୂହୁର୍ତ୍ତ ଆପଣଙ୍କ ଅନୁପସ୍ଥିତିର ଅନୁଭୂତି କରାଏ। ଲାଗେ ଜୀବନ ଯେମିତି ଠିକଣା ରହିତ ; କିନ୍ତୁ ଆପଣଙ୍କ ଦ୍ଵାରା ପ୍ରଦତ୍ତ ପ୍ରତ୍ୟେକ ଶିକ୍ଷା ସାଜେ ଆମ ଜୀବନ ପଥର ମାର୍ଗ ଦର୍ଶକ। ଆପଣଙ୍କ ପବିତ୍ର ଆତ୍ମା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ଲୀନ ହେଉ; ଏତିକି ବିନମ୍ର ପ୍ରାର୍ଥନା ।
ପରିବାର ବର୍ଗ ଓ ବନ୍ଧୁ
