*ତା-୭/୧/୨୬
କାମାକ୍ଷାନଗର,
Slug- ପି,ଏମ, ଶ୍ରୀ ଉତ୍ସବ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,କାମାକ୍ଷାନଗର,*
Reporter – Bishnu Prasad sethy
କାମାକ୍ଷାନଗର ପିଏମ ଶ୍ରୀ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ଇରଞ୍ଜୀ ତା ଠ୭,ଠା/୨୦୨୬ରିଖ ବଧବାର ଦିନ ପାଳିତ ହୋଇଯାଇଅଛି , ଏହି ପିଏମ୍ ଶ୍ରୀ ଉତ୍ସବରେ ସାତଟି ଷ୍ଟଲ ସ୍ଥାନ ପାଇଛି,ପିଏମ ଶ୍ରୀ ବିଜନେସ ସମିଟି ଦୋକାନ ଯାତ୍ରା, ଆକାଂକ୍ଷା ଛାତ୍ର ପରିଷଦ ଦି ଟାଲେଣ୍ଟ ଗ୍ୟାୟାଲେରି , ସାହିତ୍ୟ ସୃଜନୀ,କୁଶଳୀ ପରିଷଦ, ଜିଜ୍ଞାସା ପରିଷଦ,କ୍ରୀଡାଙ୍ଗନା ପରିଷଦ ,ଆକାଂକ୍ଷା ମେଳା , ଇନ୍ସପାଏରିଂ ଓଡିଶା-୨୦୩୬, ମୋ ପ୍ରଥମ ବ୍ୟାଙ୍କ୍ ଆକୁଣ୍ଟ ଅଭିନୟ , :ଆକାକ୍ଷୀ ପାଠ୍ୟକ୍ରମ କ୍ରୀଡାଙ୍ଗନା , ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ବୁଢ଼ା ସଙ୍ଖରି,ଉଚ୍ଚକୋଟୀର ପରିବେଷଣ କରୁଥିଲେ, ମୁଖ୍ୟଅତିଥି ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା, ସମ୍ମାନିତ ଅତିଥି, ରଞ୍ଜନ କୁମାର ରାଉତ, ଆଶ୍ଵିନ କୁମାର ମହାପାତ୍ର,ସଂଯୁକ୍ତ ରାଣୀ ସାହୁ,ରମେଶ ଚନ୍ଦ୍ର ପରିଡ଼ା, ବାନଲତ ସାହୁ,ଦିଲ୍ଲୀପ କୁମାର ସାହୁ, ପବିତ୍ର ରାଉତ୍ ମଞ୍ଚ ପରିଚାଳନା,ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର,ଶ୍ରୀମତୀ ରଶ୍ମୀତା ଦେହୁରୀ( ପ୍ରଧାନଶିକ୍ଷକ)ଉପସ୍ଥିତ ରହି ପି ଏମ ଶ୍ରୀ ଉତ୍ସଵ ଟୀକୁ ସୁଚାରୁ ରୁପେ ତୁଲାଇଥିଲେ।
