*ସୁକିନ୍ଦା ଶିଳ୍ପ ମହାତ୍ସବ 2026 ଦ୍ୱିତୀୟ ବର୍ଷର ପ୍ରସ୍ତୁତି ବୈଠକ l*
କଳିଙ୍ଗନଗର ଦାନଗଦି ସୁକିନ୍ଦା ଶିଳ୍ପ ମହାତ୍ସବ 2026 ଦ୍ୱିତୀୟ ବର୍ଷର ପ୍ରସ୍ତୁତି ବୈଠକ ଦାନଗଦି ବ୍ଲକ ସଭା ଗୃହରେତା-05-01-2026 ରିଖ ସନ୍ଦ୍ୟା 6 ଘ. ସମୟ ରେ କଳିଙ୍ଗ ନଗର ADM ଶ୍ରୀଯୁକ୍ତ ସପନ କୁମାର ନନ୍ଦ ଙ୍କ ଆଭାକତ୍ବ ରେ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ସୁକିନ୍ଦା ର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବରେ, ଏବଂ କଳିଙ୍ଗନଗର Ad. SP, ଦୁଇ ବ୍ଲକ ର, ବିଡ଼ିଓ, ତହସିଲଦାର, ଯାଜପୁର ରୋଡ, କଳିଙ୍ଗନଗର ଥାନା ର IIC, ସୁକିନ୍ଦା ଶିଳ୍ପ ମହାତ୍ସବ ର ସଭାପତି ପ୍ରଶାନ୍ତ ରାୟ, ସମ୍ପାଦକ ସୁଧାଶୁ ଭଞ୍ଜ, ଉପସଭାପତି ପ୍ରତାପ ଧୀର, ଉପଦେଷ୍ଟା ଅମଳେନ୍ଦୁ ବେହେରା, ସହିତ ସୁକିନ୍ଦା ଅଂଚଳ ରେ ନିର୍ମାଣ ଧୀନ ସମସ୍ତ ଶିଳ୍ପ କାରଖାନା ର ଉଚ୍ଚ ଅଧିକାରୀ, ସରକାରୀ ବିଭାଗୀୟ ଅଧିକାରୀ ଏବଂ ମହାତ୍ସବ ର କାଯ୍ୟକାରୀ କମିଟି ର ସଦସ୍ୟ, ମାନସ ମାହାନ୍ତି, ଶେଖର ମହାନ୍ତି, ଅଜିତ ଦାଶ, କୃପାସିନ୍ଧୁ ସାମନ୍ତ ରାୟ ସଞ୍ଜୟ କୁମାର ମାହାନ୍ତି,ଜଗବନ୍ଧୁ ଦାସ ରମା କାନ୍ତ ସାହୁ, ପିନୁ ସାମଲ,ମୃତ୍ୟୁ ଞ୍ଜୟ ଜେନା, ମାନସ ରଣା, ବିଜୟ ଦାସ, ବଇନ ରାଉତ, ଅଭିମନ୍ୟୁ ପ୍ରଧାନ,ବୁଲ ବୁଲ ପଟ୍ଟନାୟକ, ରଞ୍ଜନ ଦେଓ ପ୍ରଭୁତି ଶତାଧିକ ପ୍ରମୁଖବ୍ୟକ୍ତି ଉପସ୍ଥିତ ରେ ଆଗାମୀ ଫେବୃଆରୀ 10ତାରିଖ ରୁ 14ତାରିଖ ପଯ୍ୟନ୍ତ ପାଞ୍ଚ ଦିନ ଧରି ସୁକିନ୍ଦା ଶିଳ୍ପ ମହାତ୍ସବ ତେଲିବାହାଳୀ ମହାପାଟ ପଡିଆରେ ଅନୁଷ୍ଠିତ ହେବ, ଏହି ମହୋତ୍ସଵ ପୂର୍ଵ ବର୍ଷ ଠାରୁ ଅଧିକ ସରସ ସୁନ୍ଦର କିପରି ହୋଇ ପାରିବ ସେଥିପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ବୈଠକ ରେ ଉପସ୍ଥିତ ଶିଳ୍ପ କାରଖାନା ଅଧିକାରୀ ଏବଂ ସରକାରୀ ଅଧିକାରୀ, ସମସ୍ତ କାଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ,
