ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ନାତିଡ଼ି ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ର କମ୍ବଳ ବଣ୍ଟନ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ରେ ଥିବା ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ଜୀଉଙ୍କ ପ୍ରାଙ୍ଗଣରେ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଗଲା। ଏବଂ ଏଥିରେ ସହଯୋଗ କରିଥବା ଆଗ୍ରହୀ ସ୍ବେଛାସେବୀ ମାନେ ସରୋଜ କୁମାର ସାହୁ (ପ୍ରତିଷ୍ଠାତା), ଶଶିପ୍ରଭା ବିଶ୍ୱାଳ,ମନୀଷା ରଥ, ରେଣୁଵାଳା ରଥ, ଉଁମ୍ରିବାଳା ପାଣି, ଧରିତ୍ର ଦେବୀ, ବିଶୟା ରଥ, କ୍ରିଷ୍ଣା ରଥ, ଆଦ୍ୟସା ରଥ, ଅନୁରି ଦାସ,ମାନ୍ୟତା ଦାସ, ସନ୍ଦୀପ ରଥ,
ଶୀତ ଋତୁର କଷ୍ଟକୁ ହ୍ରାସ କରିବା ଏବଂ ସମାଜର ପ୍ରତ୍ୟେକ ଲୋକଙ୍କୁ ଆଦର ଓ ମମତା ପହଞ୍ଚେଇବା ଆମର ମୁଖ୍ୟ ଉଦ୍ୟେଶ୍ୟ।
ଏହି ସେବା କାର୍ଯ୍ୟରେ ସାହାଯ୍ୟ କରିଛନ୍ତି କବି ଅନୁପ କୁମାର ଗଡ଼ନାୟକ,ନାତିଡ଼ି, ତାଳଚେର,ଶଶୀପ୍ରଭା ବିଶ୍ୱାଳ,ବନ୍ତୋଲ, ତାଳଚେର,ସୌମ୍ୟରଞ୍ଜନ ସାହୁ,ଦୀନବନ୍ଧୁ ପୁର, ଢେଙ୍କାନାଳ,ସମ୍ବିତ ରଥ, ବନ୍ତୋଲ, ତାଳଚେର, ଦୀପକ କୁମାର ଅର୍ଗୱାଲ, ବଲାଣ୍ଡ, ତାଳଚେର, ସୋମେଶ ରଥ, ବନ୍ତୋଲ, ତାଳଚେର, ଇଶାଣୀ ସାହୁ, ନାତିଡ଼ି, ତାଳଚେର, ସମସ୍ତ ସଦସ୍ୟ ଓ ସହଯୋଗୀମାନଙ୍କୁ ଆମ ସଂଗଠନ ତରଫରୁ ହୃଦୟରୁ ଧନ୍ୟବାଦ।ଅନୁଷ୍ଠାନ ପକ୍ଷରୁ ଆଗକୁ ଏମିତି ସେବା ଜାରି ରହିବ ସମାଜର କଲ୍ୟାଣ ନିମନ୍ତେ।
