ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ର ଏକ ନୂତନ ତହସିଲ କାର୍ଯ୍ୟାଳୟ ପାଇଁ ଆର୍ଥିକ ବର୍ଷ 2021-2022 ରେ ଏକ ଟେଣ୍ଡର ଆସିଥିଲା କିନ୍ତୁ ଆଜି ଯାଏ ଏହି ନୂତନ ବିଲ୍ଡିଂ ଟୀ ସମ୍ପୂର୍ଣ୍ଣ ହୋଇପାରିନାହିଁ । କାହାର ଅବହେଳା ଯୋଗୁଁ ହେଉଛି ଅଫିସ ସମ୍ପୂର୍ଣ୍ଣ ହେବାରେ ଡେରି । ଜନ ସାଧାରଣ ମାଗୁଛନ୍ତି ଉତ୍ତର । ଏହିଭଳି ଡେରି କରି ଠିକାଦାର ବାବୁ କଣ ଦର୍ଶାଇବାକୁ ଚାହୁଛନ୍ତି । ଏହି କାମ ଟି ନ ସରିବା ରୁ ତହସିଲ ରେକଡ୍ ରୁମ୍ ନୂତନ ଅସମାପ୍ତ ଅଫିସ ପାଖରେ ଥିବା ବେଳେ ତହସିଲ କାର୍ଯ୍ୟଳୟ ରହୁଚି ପ୍ରାୟ 200 ମିଟର ଦୂରରେ ଏନେଇ ଜନ ସାଧାରଣ ବେଶ୍ ଅସୋନ୍ତୋଷ ପ୍ରକାଶ କରିଛନ୍ତି । ଭଞ୍ଜଦୂତ ଖବର ତରଫ ରୁ ଏହା ସରକାର ଙ୍କ ନିକଟ ରେ ଅନୁରୋଧ କି ଯଥା ସମ୍ଭବ ଠିକାଦାର ଙ୍କୁ ଟିକେ କଡା ତାଗିଦ୍ ସହିତ ଯଥା ଶୀଘ୍ର ନୂତନ ତହସିଲ କାର୍ଯ୍ୟାଳୟ କାମ ସମାପନ କରି ହସ୍ତାନ୍ତର କରାଯିବାର ନିର୍ଦ୍ଦେଶ ଦିଆଯାଉ
ସୁମିତ ମହାନ୍ତି ଙ୍କ ରିପୋର୍ଟ ଭାଞ୍ଜଦୂତ ଖବର
