*ବିଜୟ ନାୟକ ଙ୍କ ଦ୍ଵାରା ଶୀତ ଋତୁରେ କମଳ ବଣ୍ଟନ*
ବସ୍ତା:- (ନି ପ୍ର)
ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ୨୯ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ସମାଜସେବୀ ବିଜୟ ନାୟକ ଙ୍କ ଦ୍ଵାରା ଛାନୁଆ ଗ୍ରାମ ପଞ୍ଚାୟତ ଶିଲଦା ଗ୍ରାମରେ ଗରିବ ଅସହାୟ ଲୋକ ମାନଙ୍କୁ ଶୀତ ଋତୁରେ କମଳ ବଣ୍ଟନ କରିଛନ୍ତି। ଏହି ଶୀତ କାକର ରେ ଅସହାୟ, ଗରିବ, ଖଟିଖିଆ ବ୍ୟକ୍ତି ମାନଙ୍କ ଦୁଃଖ ଦେଖି ନ ପାରି ପର ଉପକାରୀ ଦରଦୀ ବନ୍ଧୁ ହିସାବରେ ୨୦ ରୁ ଅଧିକ ପରିବାରକୁ ଶ୍ରୀ ନାୟକ କମଳ ବଣ୍ଟନ କରିଛନ୍ତି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
