ପରଲୋକ ରେ ଫୁଲମଣୀ ଲୋହାର
——————-‐———————-
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜଜପଶି ଗ୍ରାମ ର ଡମ୍ବରୁ ଧର ଲୋହାର ଙ୍କ ଧର୍ମ ପତ୍ନୀ ଫୁଲମଣୀ ଲୋହାର ଗତ 31/10/2025 ତାରିଖ ଶୁକ୍ରବାର ଦିନ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସବୁଦିନ ପାଇଁ ପରଲୋକ ଗମନ କରିଛନ୍ତି।
ଆଜି 10/11/2025 ତାରିଖ ସୋମବାର ଦିନ ଏକାଦଶ କ୍ରିୟାର ରେ ସମସ୍ତ ଆତ୍ମିୟ ସ୍ଵଜନ, ପରିବାର ବର୍ଗ, ବନ୍ଧୁ ବାନ୍ଧବ ଯୋଗ ଦେଇ ଆତ୍ମାର ସଦ୍ ଗତି ପାଇଁ ଈଶ୍ବର ଠାରେ ପ୍ରାର୍ଥନା କରିଛନ୍ତି।
ଶ୍ରୀ ଧର ଲୋହାର ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ କାଞ୍ଚନ ଲୋହାର, ଲବଙ୍ଗ ଲୋହାର, ଦିଲ୍ଲୀପ ଲୋହାର, ସଞ୍ଜିତ ଲୋହାର, ବୀର ଲୋହାର, ମହେନ୍ଦ୍ର ଲୋହାର ଗୌର ଲୋହାର, ରୁଦ୍ର ଲୋହାର, ରିଙ୍କୁ ଲୋହାର, ଅକ୍ଷୟ ଲୋହାର, ଦେବାନନ୍ଦ ଲୋହାର, ଶିବ ପ୍ରସାଦ ଲୋହାର, ଆକାଶ ଲୋହାର, ବିକାଶ ଲୋହାର,ସମ୍ଭୁ ଲୋହାର ଇତ୍ୟାଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
