*ନୂଆପଡ଼ା ଜିଲ୍ଲା କୋମନା ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶତ ବାର୍ଷିକ ଉତ୍ସବ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ମାନେ ଯୋଗ ଦେଇ ଏକ ଶୋଭାଯାତ୍ରା ରେ କୋମନା ନଗର ପରିକ୍ରମା କରିଥିବା ବେଳେ ଅନୁଷ୍ଠିତ ଶତ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଏକ ଅନୁଷ୍ଠାନ ନୀତି ଓ ଆଦର୍ଶ ରେ ଭାରତ ମାତା ଓ ମାତୃଭୂମିର ସୁରକ୍ଷା ରେ ନିୟୋଜିତ ହେବା ବ୍ୟକ୍ତିତ୍ଵ ସୃଷ୍ଟି ସୃଷ୍ଟି କରିପାରିଛି। ଅନେକ ଜଳନ୍ତା ଉଦାହରଣ ଦେଖିବାକୁ ମିଳେ। ଲକ୍ଷ ସାଧିତ କରିବା ରେ ନିଃସ୍ଵାର୍ଥପର ସେବା ହି ସେବକ ଙ୍କ ମୂଳ ଉଦ୍ଧେଶ୍ୟ ବୋଲି ବୈଠକ ରେ ଗୁରୁତ୍ବ ଦେଇଥିଲେ।
