*ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ଏକ ପେଡ ମା କେ ନାମ 20 କାର୍ଯ୍ୟ କ୍ରମl*
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତି ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ଆହ୍ଵାନ ରେ ଏକ ପେଡ ମା କେ ନାମ ଅଭିଯାନ ରେ ପୁରୁଣା କଟକ ପୁର୍ତ୍ତୀ ବିଭାଗ ପକ୍ଷରୁ ପୁରୁଣା କଟକ ଧ ପୁର୍ ପୂତ ରାସ୍ତା ର ଉଭୟ ପାର୍ଶ୍ଵ ରେ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ବିନୋଦ କୁମାର ଲକର ଯୁଗ ଦେଇ ବୃକ୍ଷ ରୋପଣ କରିଥିଲେ. ସେଇ ପରି ପୁରୁଣା କଟକ ରେଞ୍ଜ ପକ୍ଷରୁ କମ୍ପୁନାଥପୁର୍ ଠାରେ ପୁରୁଣା କଟକ ରେଞ୍ଜ ଅଧିକାରୀ ଜୟନ୍ତା ଦାସ ଙ୍କ ତତ୍ତ୍ଵାବଧାନ ରେ ବନ ପାଳ ଅଶୋକ ପ୍ରଧାନ , ଗାର୍ଡ ଶିବ ସେଠି , ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ l ଚାର ରୋପଣ କର ଯାଇ ଆଗାମୀ ପୀଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢି ନୂତନ ଆଶା ର ଆଲୋକ ସୃଷ୍ଟି ଲକ୍ଷ୍ୟ ରଖାଯାଇଚି l
