ଘରେ ଭିତରେ ପାଣି ଆଣ୍ଠୁଏ ସାପ ବେଙ୍ଗ ଙ୍କ ରାଜୁତି ଏଠି ମଣିଷ ବାହାରେ
ଧର୍ମଶାଳା/(ନିପ୍ର)ରିପୋର୍ଟର,,କୁଲୁ ବରାଳ ଭଞ୍ଜଦୂତ ଖବର
ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ର ଅଧିନ 6 ଓ୍ବାଡ ରେ ଥିବା ଅନୁସୁଚିତ ଜାତିମାନଙ୍କର ଘର ଭିତରେ ପାଣି ପଶି ଯାଇଛି ଓ ସାପ ବେଙ୍ଗ ଙ୍କ ରାଜୁତି ଚାଲିଛି ଏନେଇ ଆଜି ଜେନାପୁର ପଞ୍ଚାୟତ ର ସରପଞ୍ଚ ଏବଂ ଜେନାପୁର ପଞ୍ଚାୟତ ର ବିଜେପି ସଭାପତି ପ୍ରକାଶ ବରାଳ ଖବର ପାଇ ଏନେଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ସେଠିକାର ସମସ୍ୟା ବୁଝିଥିଲେ ଡ୍ରେନଜ ବ୍ୟବସ୍ଥା କରିବା କୁ କହିଥିଲେ ୨୫ ବର୍ଷ ର ଏ ହେଉଛି ଏକ ନମୁନା ସରକାର ଗଲେ ସରକାର ଆସିଲେ ହେଲେ ଲୋକଙ୍କ ଦୁର୍ଦଶା କହିଲେ ନ ସରେ ଯେଉଁ ଦୁର୍ନୀତି ଗତ ସରକାରକୁ ବଦଳାଇ ଆଜି ଲୋକେ ନୂଆ ସରକାର ଆଣିଛନ୍ତି ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ସେ ଆଗାମୀ ଦିନରେ ପୂର୍ଣ୍ଣ ମାତ୍ରାରେ ସୁବିଧା ସୁଯଗ ପାଇ ପାରିବେ ଏହା ଲୋକମାନେ ସ୍ଥିର ମତିଷ୍କ ରେ ଜାଣି ସାରିଲେଣି |ଏ ହେଉଛି ଲୋକଙ୍କ ସରକାର ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଯାଇଁ ପହଁଚି ପାରୁଛି ଏବଂ ନିଜର ଗୁହାରି ଜଣାଇ ପାରୁଥିବା ବେଳେ ୨୫ ବର୍ଷ ର ଶାସନରେ କେବେ ଦିନେ ବି ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଯିବା ସମ୍ଭବ ହୋଇ ପାରୁନଥିଲା ଏହା ଜନସାଧାରଣ ଙ୍କ ଭିତରେ ଉଙ୍କି ମାରୁଥିବାର ଦେଖିବାକୁ ମିଳୁଛି
