ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ଆରମ୍ଭ ହୋଇଥିବା ବିଜୟ ଲକ୍ଷ୍ମୀ ବସ ପାଇଁ ଅନଲାଇନ୍ ଟିକେଟ ସେବା ଆରମ୍ଭ ହୋଇଅଛି। ଏଣିକି ନିଜ ମନ ପସନ୍ଦ ସିଟ୍ ପାଇଁ କାଉଣ୍ଟର କୁ ଯିବାକୁ ପଡିବ ନାହିଁ। ପ୍ରତ୍ୟେକ ଦିନ ଯାତାୟାତ ସେବା ପାଇବା ପାଇଁ ସମସ୍ତ ଅନଲାଇନ୍ ସେବା ଉପଲବ୍ଧ ରହିଅଛି। ବିଜୟ ଲକ୍ଷ୍ମୀ ବସ ସେବା ପାଇବା ପାଇଁ ଅନଲାଇନ୍ ପ୍ଲେ ଷ୍ଟୋର ରୁ ମୋବାଇଲ୍ ଆପ ଡାଉଣ୍ଡଲୋଡ କରି ସେବା ଉପଭୋଗ କରିବା ସହ ଗୁଗୁଲ ରୁ ତାଙ୍କ ୱେବ୍ ସାଇଟ୍ ରେ ଯାଇ ଏହି ସେବା ପାଇପାରିବେ। https://bijaylaxmi Khariar.com ୱେବ ସାଇଟ ଏବଂ ପ୍ଲେ ଷ୍ଟୋର ରୁ https://play.google/store/app/details.com ମୋବାଇଲ୍ aap ଆପ୍ ରେ ଏହି ସେବା ପାଇବେ। ମୋବାଇଲ ରେ ଅନଲାଇନ୍ ଟିକେଟ ନିଜ ହାତରେ କରି ନିଜ ଯାତ୍ରା କୁ ସଫଳତା ସହ ଉପଭୋଗ କରନ୍ତୁ।
