ପାଣିକୋଇଲି ବିଦ୍ୟୁତ ଵିଭାଗ ତରଫରୁ ବିଶେଷ ସୁଚନା
ଯାଜପୁର/ କୋରେଇ: :ରିପୋର୍ଟର ସରୋଜ କୁମାର ଧଳ ଭଞ୍ଜଦୂତ
ପାଣିକୋଇଲି ବିଦ୍ୟୁତ ଵିଭାଗ ତରଫରୁ ସୁଚନା ଦିଆଯାଇଛି ଯେ ଅଗଷ୍ଟ ୦୧/୦୮/୨୫ରୁ ୩୧/୦୮/୨୫ ପର୍ଯ୍ୟନ୍ତ ପାଣିକୋଇଲି ବିଦ୍ୟୁତ ଵିଭାଗ ଅଧିନରେ ଥିବା ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଵିଭାଗ କେଉଁ କେଉଁ ସମୟରେ ବିଦ୍ୟୁତ କାଟ୍ ରହିବ ତାର ବିବରଣୀର ସୁଚନା ଦେଇଛନ୍ତି ପାଣିକୋଇଲି ବିଦ୍ୟୁତ ଵିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ନାଥ ସାହୁ। ସଂକ୍ଷିପ୍ତ ବିବରଣି:ନାଥସାହି ଫିଡ଼ର ତା ୧୧, ୧୭, ୨୦,୨୪ରିଖ ଦିବା ୯ଘଟିକା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ତା ୧୩, ୧୮, ୨୨,୨୬ ପଳସା ଫିଡ଼ରୁ ଦିବା ୯ଘଟିକା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ତା୨୮ରୁ ସୋତି ଫିଡ଼ର ଦିବା ୯ଘଟିକାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଓ ତା ୩୦ ଦିବା ୯ଘଟିକା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ବିଦୂତ ସରବାରହ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପାଣିକୋଇଲି ବିଦୂତ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ସେହିଭଳି ପାଣିକୋଇଲି ସ୍ୱରସତୀ ବଜାର ଫିଡ଼ର ର ୧୧କେଭି ମରାମତି ନିମନ୍ତେ ତା ୩୧ରିଖ ଦିବା ୯ଘଟିକା ରୁ ଅପରାହ୍ନ ୧ଘଟିକା ଓ ତା ୨୧ରିଖ ଗଣେଶ ବଜାର ଫିଡର ଦିବା ୯ଘଟିକାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ବିଦୂତ ସରବାରହ ବନ୍ଦ ନେଇ ଉପଭୋକ୍ତା ଙ୍କ ନିମନ୍ତେ ସୂଚନା ଦେଇଛନ୍ତି ପାଣିକୋଇଲି ର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ନାଥ ସାହୁ।
