ଷ୍ଟୋକ ରେ ମୃତ୍ୟୁ ବରଣ କରିଛନ୍ତି
ଯାଜପୁର /ବିଂଝାରପୁର (ନି’ପ୍ର ): 9 ଷ୍ଟାର କ୍ଳବ କମିଟି
ସରସ୍ୱତୀ କମିଟି ର ସମସ୍ତ ସଦସ୍ୟ ବନ୍ଧୁ ମର୍ମାହତ
ସିଏ ଜଣେ ଉଚ କୋଟିର ସମାଜ ସେବେକ ଥିଲେ ତାଙ୍କୁ ବହୁତ ଭଲ ପାଉଥୁଲେ
ତାଙ୍କ ନାମ -ଜୀତେନ୍ଦ୍ର ପତି
ପିତା -ପ୍ରଫୁଲ ପତି ଗ୍ରାମ -ଗୌଡ଼ଶାହୀ ପୋଷ୍ଟ -ମାଂସଡ଼ା (ଶଙ୍ଖ ସାହି
ବିଧିର ବିଧାନ କେ କରିବ ଆନ ହଠାତ ଜୀତେନ୍ଦ୍ର ପତି ଙ୍କର ମୃତ୍ୟୁ କୁ କ୍ଳବ ର ସମସ୍ତ ମେମ୍ବର
1-ରମେଶ ଚନ୍ଦ୍ର ମିଶ୍ର
2-ଅମିୟ ମିଶ୍ର
3-ଶୁକଦେବ ପତି
4-ରଜତ କୁମାର ମିଶ୍ର
5-ସୁବାଶ ଶତପତି
6-ସତ୍ୟବ୍ରତ ଦାଶ
7-ହୂରସିକେଶ ପତି
8-ବ୍ରଜକିଶୋର ବେହେରା
9-ମାନସ ଚନ୍ଦ୍ର ମିଶ୍ର
10-ସୁରଜ ଦାସ
11-ଦୀପ୍ତି ପ୍ରକାଶ ମିଶ୍ର
ସମସ୍ତ ବନ୍ଧୁ ପରିବାର ବର୍ଗ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ଗଭୀର ଶ୍ରଦ୍ଧାଞ୍ଜଳି 🙏ପ୍ରକାଶ କରୁଛନ୍ତି ଓଁ ଓଁ ଓଁ 🙏ଶାନ୍ତି ଶାନ୍ତି ଶାନ୍ତି
