ପଞ୍ଚାୟତ ସଭାପତି ଚୟନ ନିମନ୍ତେ ବୈଠକ କପିଳା ଗ୍ରାମରେ
କପିଳା ପଞ୍ଚାୟତ ରେ ଉପସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ଦାସ ଙ୍କ ଘରେ ଭାରତୀୟ ଜନତା ପାଟି ତରଫରୁ ପଞ୍ଚାୟତରେ ନୂତନ ସଭାପତି ଚୟନ ଉପଲକ୍ଷେ କୈଲ୍ୟାଣପୁର ମଣ୍ଡଳର ପୂର୍ଵତନ ମଣ୍ଡଳ ସଭାପତି ସୁଶାନ୍ତ ସାମଲ ଙ୍କ ନେତୃତ୍ୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ କପିଳା ପଞ୍ଚାୟତ ରେ ଥିବା 6 ଟି ଯାକ ବୁର୍ଥର ସଭାପତି
ଯଥା -1-ବୁଥ୍ ନମ୍ବର 94 ହେମଲତା ମଲ୍ଲିକ
2-ବୁଥ୍ ନମ୍ବର 95 ଦିଲିପ ତ୍ରିପାଠୀ
3-ବୁଥ୍ ନମ୍ବର 96 ନରେନ୍ଦ୍ର କୁମାର ଜେନା
4-ବୁଥ୍ ନମ୍ବର 97 କୃପାସିନ୍ଧୁ ଦାସ
5-ବୁଥ୍ ନମ୍ବର 93 ଗୌତମ ସୁତାରଙ୍କ ସହିତ ଉପସ୍ଥିତ ଦଳର ବରିଷ୍ଠ କାଯ୍ୟକତା ଶ୍ରୀ ଯୁକ୍ତ ଜଳଧର ବେହେରା
ରଦିଆ ବେହେରା “ଅନିରୁଧ ଦାସ ‘ଅନିରୁଧ ଜେନା ‘ନିରଞ୍ଜନ ବାରିକ ‘ଛୁଆ ପୁଅ ‘ଜଗନ୍ନାଥ ମଲ୍ଲିକ ‘ବିଚିତ୍ରା ନନ୍ଦ ସାମଲ “କିଶୋର ଜେନା”ବିଜୟ କୁମାର ସ୍ୱାଇଁ”ବିଦ୍ୟାଧର ମଲ୍ଲିକ”
ପ୍ରମୁଖ ଉପସ୍ଥିତ ରହି ନୂତନ ସଭାପତି ଚୟନ ନିମନ୍ତେ ଆଲୋଚନା କରି ଉପସଭାପତି
ଶ୍ରୀ ଯୁକ୍ତ କୃପାସିନ୍ଧୁ ଦାସ ଓ ଅନିରୁଧ ଦାସ ଙ୍କ ପ୍ରସ୍ତାବ କୁ 93 ବୁଥର ସଭାପତି ଗୌତମ ସୁତାର 95 ବୁଥର ସଭାପତି ଦିଲିପ ତ୍ରିପାଠୀ ଙ୍କ ସହିତ ବାକି ଚାରୋଟି ବୁଥର ସଭାପତି ମାନେ ନିଜ ନିଜର ସହମତି ଜଣାଇ ଭଗବାନ ସାମଲ ଙ୍କୁ କପିଳା ପଞ୍ଚାୟତ ର ଭାରତୀୟ ଜନତା ପାଟିର ନୂତନ ପଞ୍ଚାୟତ ସଭାପତି ଭାବାରେ ମନ୍ତିତ୍ୱ କଲେ ସର୍ବ ଶେଷରେ ଭଗବାନ ସାମଲ ସମସ୍ତଙ୍କୁ କୃତଜ୍ଞତା ଗ୍ୟାପନ କରି ଶ୍ରୀ ଯୁକ୍ତ କୃପାସିନ୍ଧୁ ଦାସ ଙ୍କୁ ସଭାସାଙ୍ଗ ଅନୁରୋଧ କଲେ !
