
ମେଞ୍ଚା ମେଞ୍ଚା ଦୁର୍ନୀତି ର ଗ୍ରନ୍ଥାଘର ପାଲଟିଛି ବିଂଝାରପୁର ବ୍ଲକ
ବିଞ୍ଝାରପୁର: (ନିପ୍ର)ରିପୋର୍ଟର ବିଜୟ କୁମାର ବାରିକ, ଭଞ୍ଜଦୂତ
ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ସାଧାରଣ ଲୋକଙ୍କ ପାଇଁ !ଯେଉଁମାନଙ୍କ ପାଇଁ କରୁଛନ୍ତି ସେମାନେ ଲାଭ ପାଇବା ପରିବର୍ତ୍ତେ ଲାଭ ପାଉଛନ୍ତି ସଂସ୍ଥାନ କୁ ଚଳାଉଥିବା କିଛି ହାତ ବାରିସୀ ଦଲାଲର ମାନେ
ଡବଲ ଇଞ୍ଜିନ ସରକାରରେ ଯେମିତି ପିସି କାରବାର ହେଉଛି ତାହା କଳାବଜାରୀ କଳା କାର୍ନାମା କୁଜି ନେତା ମାନଂକୁ ସୁହାଇଛି ସାଧାରଣ ଲୋକଙ୍କ ପାଇଁ ଏଠି କିଛି କାମ ହେଇ ପାରୁନାଇଁ ଲୋକେ କହିବେ ତଅ କେତେ କହିବେ କାହାକୁ କହିବେ
କହି କହି ଜନସାଧାରଣ ଅତିଷ୍ଟ ହେଲେଣୀଯେଉଁ ମାନେ ବିଜେପି କୁ ଭଲପାଉଥିଲେ ସେମାନେ ଏବେ ଚୁପଚାପ ବସିଲେଣି ସେମାନେ ଆଗାମୀ ଦିନରେ କଣ କରିବେ କିଛି ଜଣା ପଡୁନଥିବାବେଳେ କିନ୍ତୁ ବିଜେଡି ରୁ ଯେଉଁ ମାନେ ଆସିଛନ୍ତି ସେମାନେ ଆଗ ଧାଡିରେ ପ୍ରତିଆରା ସାଜି ବସି ଥିବାବେଳେ | ବିଜେପି କୁ ଯେଉଁ ମାନେ ଏତେ ଆଗକୁ ଆଣି ଥିଲେ ସେମାନେ ଙ୍କୁ ଏବେ ଅବହେଳିତ ର ଶିକାର ହେବାକୁ ପଡୁଛି ଜନ ସାଧାରଣ ଙ୍କ ଠାରୁ ଶୁଣିବାକୁ ମିଳୁଛି