
ନୂଆପଡା( ମିଖାଏଲ ନନ୍ଦ) : ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିଥିଲେ। ଦେଶର ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିଛନ୍ତି। ଆସନ୍ତା ପକ୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସୁଚନା ଦେଇଛନ୍ତି। ମାଲ୍ୟାର୍ପଣ ପରେ ତୁରନ୍ତ ଖଡିଆଳ ଆଭିମୁଖ୍ୟ ଯାତ୍ରା ଆରମ୍ଭ କରିଥିଲେ। ଖଡିଆଳ ଆମ୍ବେଦକର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବଲାଙ୍ଗିର ଜିଲ୍ଲା ଗସ୍ତ କରିଛନ୍ତି। ଅହି ମାଲ୍ୟାପର୍ଣ୍ଣ କାର୍ଯ୍ୟ କ୍ରମ ରେ ଅନେକ ବିଜେପୀ କର୍ମକର୍ତ୍ତା ଉପସ୍ଥିତ ଥିଲେ।