ଯାଜପୁର /କୋରେଇ (ସରୋଜ କୁମାର ଧଳ) : ଅଟଳ ଯୁବଶକ୍ତି ପରିବାର “ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ କାରଗିଲ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତୀ ଓ ଯୁଗପୁରୁଷ ଅଟଳଜୀଙ୍କର ଜନ୍ମଶତବାର୍ଷୀକ ଉପଲକ୍ଷେ ଅଟଳ ପ୍ରତିଦ୍ଭା ସମ୍ମାନ-୨୦୨୫ ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ସାରସ୍ଵତ ପ୍ରତିଭାମାନଙ୍କୁ ଅଟଳ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଉଥିବା ଦେଳେ ଯାଜପୁର ଜିଲ୍ଲାର କୋରେଇ ବ୍ଲକସ୍ଥିତ ହଳଦିଗଡିଆର ନିବାସୀ ଜଣେ ସଫଳ ସଂଗଠକ ଛାତ୍ରବତ୍ସଳ, ଯୁବସମାଜସେବୀ ସାମ୍ବାଦିକ,ସ୍ମୃତିଲିପିପତ୍ରିକାର ସୁଯୋଗ୍ୟପ୍ରତିଷ୍ଠାତା ସଂପାଦକ ଭାବେ ଅନୁଷ୍ଠାନର ସଂପାଦକ ପ୍ରବୀର ଶଙ୍କର ଦାଶ ସଦ୍ଭାପତି ବିକାଶ ପାଢ଼ୀ ଚେୟାରମ୍ୟାନ ସଂଜୟ ଦାଶ ପ୍ରମୁଖଙ୍କ ସହ କାର୍ଯ୍ୟକ୍ରମର ସଂଯୋଜକ ସମୟଚକ୍ର ପତ୍ରିକାର ସଂପାଦକ ସର୍ବେଶ୍ବର ଜେନାଙ୍କର ଉପସ୍ଥିତରେ ଜଣେ ସଫଳ ରାଜ୍ୟସ୍ତରୀୟ ସଂଗଠକ ଓ ସଂପାଦକ Strict ମାନପତ୍ର ଓ ଟ୍ରଫି ଦେଇ ଅଟଳରତ୍ନ-୨୦୨୫ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ଉକ୍ତ ସମ୍ମାନରେ ସମ୍ମାନୀତ ହେବାପରେ କୋରେଇ ଅଞ୍ଚଳର ସାରସ୍ଵତ ସାଧକମାନଙ୍କ ମନରେ ଖୁସୀର ଲହରୀ ଖେଳିଯାଇଥିଲା।
