*ନୂଆପଡ଼ା ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ବାତ୍ୟା ର୍ତନନ୍ବ ପ୍ରଭାବ, ପ୍ରବଳ ବେଗରେ ପବନ ବହିବା କାରଣ ରୁ ୩୩ କେଭି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ*।
ନୂଆପଡା(ମିଖାଏଲ ନନ୍ଦ) ତା:୨୮.୧୦.
ନୂଆପଡ଼ା ଜିଲ୍ଲା ବିଦ୍ୟୁତ୍ ବିଭାଗ ପକ୍ଷ ରୁ ଖଡ଼ିଆଳ ସହକାରୀ ଯନ୍ତ୍ରୀ ହାରିଷ ମହମ୍ମଦ ସୂଚନା ଅନୁଯାୟୀ ବାତ୍ୟା ଅର୍ଣ୍ଣବ ପ୍ରଭାବ ଯୋଗୁଁ ବ୍ୟାପକ ପବନ ବହିବା ଯୋଗୁଁ ୩୩ କେଭି ରେ ସ୍ମୟା ସୃଷ୍ଟି ହେଉଅଛି। ବିଦ୍ୟୁତ୍ ଯୋଗାଣ ପାଇଁ ଚାର୍ଜ କରିବା ଦ୍ୱାରା ଡ୍ରିପ ହେଉଅଛି। ତେଣୁ ବାରମ୍ବାର ଚାର୍ଜ କରିବା ଦ୍ୱାରା ଟ୍ରାନ୍ସଫର୍ମ ସମସ୍ୟା ଦେଖା ଦେବ। ତେଣୁ ଦିନ ୧ ଘଣ୍ଟା ସମୟ ରୁ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ ହୋଇ ପାରି ନାହିଁ। ପବନ ର ବେଗ କମାଇବା ପରେ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ ହେବ ବୋଲି ବିଦ୍ୟୁତ୍ ବିଭାଗ ସୂଚନା।
