ବିଜେପି ହରଭଙ୍ଗା ଶକ୍ତିକେନ୍ଦ୍ର ର ସାଙ୍ଗଠନିକ ବୈଠକ ଆଜି ହର ଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳି ଠାରେ ଶକ୍ତି କେନ୍ଦ୍ର ପ୍ରମୁଖ ପ୍ରଭାତ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏଥିରେ ଶକ୍ତିକେନ୍ଦ୍ର ର ସମସ୍ତ ବୁଥ ପ୍ରମୁଖ,ସହ ପ୍ରମୁଖ ଓ ସକ୍ରିୟ କାର୍ଯକର୍ତ୍ତା ଯୋଗ ଦେଇ ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନରେ ସଙ୍ଗଠନ କୁ ବୃଦ୍ଧି ପାଇଁ ଆଲୋଚନ ବିସ୍ତ୍ରୁତ ଭାବେ କରାଗଲା।ଆଜି ସମସ୍ତ ବୁଥ ରେ ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦୀ ଜି ଙ୍କ ମନ୍ କି ବାତ୍ ର ଚର୍ଚ୍ଚା ଆଲୋଚନ। ବିଷୟ କୁ ମଧ୍ୟ ଆଲୋଚନା କରାଯାଇ ବିଭିନ୍ନ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।ବୈଠକରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ଡଙ୍ଗ ଯୋଗ ଦେଇ କାର୍ଯ କର୍ତ୍ତା ଙ୍କୁ ସଙ୍ଗଠନ କୁ ଶକ୍ତି କେନ୍ଦ୍ର ରେ ମଜବୁତ୍ କରିବା ପାଇଁ
ବୁଥ ରେ ଲୋକଙ୍କ ସହ ଯୋଡ଼ିହେବା,ସରକାର ଙ୍କ ଲୋକ ହିତକର ଯୋଜନା କୁ ସମାଜ ର ତଳ ସ୍ତରରେ ସଠିକ୍ ଭାବେ ପହଞ୍ଚାଇବା ରେ ସହଯୋଗ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବୁଥ ରେ ବୁଥ ସଙ୍ଗଠନ ପାଇଁ ବରିଷ୍ଟ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।ବୈଠକରେ ମଣ୍ଡଳ ଉପସଭାପତି ଅନିଲ ସିଂ,ମଣ୍ଡଳ କୋଷାଧକ୍ଷ ବସିଷ୍ଟ ବାରିକ, ଅନୁସୂଚିତ ମୋର୍ଚ୍ଚା ସଭାପତି ରାଜୀବ ନାଇକ, ସରପଞ୍ଚ ଙ୍କ ପ୍ରତିନିଧି ପ୍ରକାଶ ବେହେରା,……… ଯୋଗ ଦେଇ ଥିଲେ
