ଏକ ଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଓଁ ଶ୍ରୀମତି ଅନ୍ନପୂର୍ଣ୍ଣ ସାହୁ
ଗ୍ରାମ: ଘଣ୍ଟପଡା (ତାଳଚେର)
ଆବିର୍ଭାବ:୦୧/୦୧/୧୯୪୯
ତିରୋଧାନ:୧୫/୧୦/୨୦୨୬
ତୁମ ଅମର ଆତ୍ମାର
ସଦଗତୀ ନିମନ୍ତେ ପ୍ରଭୁ ଜଗନ୍ନାଥ ଓ ଜଗତ ଜନନୀ ମା ହିଙ୍ଗୁଳାଙ୍କ ପାଦପଦ୍ମରେ ବିନମ୍ର ପ୍ରାର୍ଥନା
ଶୋକ ସନ୍ତପ :ବଡପୁଅ କେଦାର ସାହୁ
ସାନପୁଅ : ସନ୍ତୁ ସାହୁ ଏବଂ ଦୁଇ ବହୁ
ଝିଅ ଯୋଈ
ନାତି ନାତୁଣୀ
ବନ୍ଧୁ ବାନ୍ଧବ ଓ ସାହୁ ପରିବାରବର୍ଗ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
