ଏକ ଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ସ୍ୱର୍ଗତ :ବିନୟ କୁମାର ବେହେରା
ଗ୍ରାମ : ଗୁରୁଜାଙ୍ଗ (ତାଳଚେର)
ଆବିର୍ଭାବ:୧୯୭୬
ତିରୋଧାନ: ୦୨/୧୦/୨୦୨୬
ତୁମ ଅମର ଆତ୍ମାର ସଦ୍ଗତି ନିମନ୍ତେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତ ଜନନୀ ମାଆ ହିଙ୍ଗୁଳାଙ୍କ ପାଦ ପଦ୍ମରେ ବିନମ୍ର ପ୍ରାର୍ଥନା
ଶୋକ ସନ୍ତପ ପୁତ୍ର ଶିବାନନ୍ଦ ବେହେରା
ବଡ ଭାଇ ତ୍ରିପୁର ବେହେରା
ସାନ ଭାଇ ସୁଶାନ୍ତ କୁମାର ବେହେରା
ଦୁଇ ଝଅ
ପୁତୁରା ଝିଆରି ମାନେ
ବନ୍ଧୁ ବାନ୍ଧବ ଓ ବେହେରା ପରିବାର ବର୍ଗ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
