*ଲାୟନ୍ସ କ୍ଲବ ଅଫ୍ ଭବାନୀପାଟଣା ତରଫରୁ ଶିଶୁ ମନ୍ଦିରକୁ ସାମଗ୍ରୀ ଦାନ*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା, ଆଜି:* ଲାୟନ୍ସ କ୍ଲବ ଅଫ୍ ଭବାନୀପାଟଣା ତରଫରୁ ସାମାଜିକ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ବ୍ରଜବିହାର ସ୍ଥିତ ଶିଶୁ ମନ୍ଦିରକୁ ସହାୟତା ପ୍ରଦାନ କରାଯାଇଛି।
କ୍ଲବ ତରଫରୁ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ବ୍ୟବହାର ନିମନ୍ତେ *୫ ଗୋଟି ଭୋଜନ ପାଟି ଏବଂ ୬ ଗୋଟି ମିଲଟନ ପାଣି ବୋତଲ* ଦାନ କରାଯାଇଛି।
ଏହି ସେବା କାର୍ଯ୍ୟରେ କ୍ଲବର. ଲାୟନ ଡା. ରମେଶ କୁମାର ଅଗ୍ରୱାଲ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶିଶୁ ମନ୍ଦିର ପରିଚାଳନା କମିଟି ଲାୟନ୍ସ କ୍ଲବକୁ ଧନ୍ୟବାଦ ଜଣାଇଛନ୍ତି।
