*ସିନାପାଲିରେ ‘ଏକ୍ ପେଡ୍ ମା’ କେ ନାମ୍’ ଓ ମିଶ୍ରଣ ପର୍ବ: ସାଂସଦ ସୁଜିତ୍ କୁମାରଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ନୂଆଗାଁ ଯୁବବର୍ଗ*।
ନୂଆପଡା(ମିଖାଏଲ ନନ୍ଦ) ତା:୨୮.୦୯.
ସିନାପାଲି ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସମ୍ବର୍ଦ୍ଧନା , ମିଶ୍ରଣ ପର୍ବ ସହ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ଯୋଗ ଦେଇ ମୋଦିଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବ ବର୍ଗଙ୍କ ଯୋଗଦାନ ଦଳକୁ ମଜଭୁତ୍ କରୁଛି। ଆଜି ସିନାପାଲି ଅଗ୍ରେଶନ ଧର୍ମଶାଳା ଠାରେ ଦଳୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଅଛି। ଏହି ସଭାରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସମ୍ବର୍ଦ୍ଧନା , ମିଶ୍ରଣ ପର୍ବ ସହ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ଯୋଗ ଦେଇ ମୋଦିଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ନୂଆଗାଁ ଯୁବ ବର୍ଗଙ୍କ ଯୋଗଦାନ କରିଛନ୍ତି। କାପସି ଗାଁ ର ଶ୍ରଦ୍ଧାଞ୍ଜଳୀ ସା, ଗୀତାଞ୍ଜଳୀ ସାହୁ, କୁନ୍ତଳା ମହାନ୍ଦନ, ଭୂମିସୂତା ସା, ସବିତା ସା, ବିପିନ ମେହେର , ଚୌବନ୍ ମେହେର, ଲକ୍ଷ୍ମଣ ମେହେର, ତୁଷାର ମେହେର, ମୁଣ୍ଡାପଲ ଗଣେଶ କଟା, ଟିକେ ପଟେଲ,ପୁସ୍ତମ ଦୀପ, ସିନାପାଲି ଗୋବିନ୍ଦ ବାଗ, ଅନିରୁଦ୍ଧ ବେହେରା, ବିପିନ ପ୍ରଧାନ, କାହ୍ନା ନାଏକ, ବଡ ବେହେରା, ସଂଜୟ ନାଏକ, ସଞ୍ଜୀବ ସ୍ୱାଇ,୪୦ ଯୋଗ ଦେଲେ।
