*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଙ୍କିତ ସିଙ୍ଘାଇ ଙ୍କ ଶପଥ ଓ ଦାୟିତ୍ୱ ଗ୍ରହଣ ଉତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୧.୦୯.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଙ୍କିତ ସିଙ୍ଘାଇ ଙ୍କ ଶପଥ ଓ ଦାୟିତ୍ୱ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ବହୁ କଂଗ୍ରେସ ନେତୃମଣ୍ଡଳୀ ଯୋଗ ଦେଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଫକୀର ମୋହନ ଜଗତ ଏବଂ କମଲ ଚରଣ ତାଣ୍ଡି ସାମିଲ ହୋଇଥିବା ବେଳେ ପୂର୍ବତ୍ତନ ସଭାପତି ସୁରେଶ ଆଜାଦ୍, ଫାରୁକ୍ ମହମ୍ମଦ, ଭୀଷ୍ମ ସୁନାନୀ ସହ କଂଗ୍ରେସ ଦଳୀୟ କର୍ମୀ ମାନେ ସାମିଲ ହୋଇଥିଲେ। ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
