ବଡସାହି ବ୍ଲକ ରେ ଜାତୀୟ ବନ୍ଦନା ପରବ କମିଟି
ବଡସାହି ବ୍ଲକ ଅନ୍ତର୍ଗତ ମୈତ୍ରପୂର୍ ଝୁମର ସାଂସ୍କୃତିକ ମଞ୍ଚ ପରିସରରେ , ବଡସାହି ବ୍ଲକ ର ସମସ୍ତ କୁଡୁମି ଭାଇ, ଭଉଣୀ ଗୁରୁଜନ ଏକାଠି ଏକତ୍ରିତ ହଇ ଜାତୀୟ ବନ୍ଦନା ପରବ କମିଟି ଗଠନ ସହ। ଏହାର ସୁ ପରିଚାଳନା, ନିମନ୍ତେ ପରିକଳ୍ପନା ,ପରିଯୋଜନା କମିଟି ମାଧ୍ୟମରେ କରିଥିଲେ ।ଏହି କୁଡୁ ମୀ ଜାତି ତାର ପରମ୍ପରା ସଂସ୍କୃତି
ର ଲୋପ ହେବାରୁ ବଞ୍ଚିତ ନ ହେବ ସେଥିପାଇଁ ସଭାର ବ୍ଲକ ସଭାପତି, ସମାଜ ସେବୀ ଲୋକ ପ୍ରିୟ, ସମସ୍ତ ଙ୍କ ଅତି ଆପଣା ର ଦିଲ୍ଲିପ ଭାଇ ସଭା ସ୍ଥିତ ସମସ୍ତ କୁଡ଼ୁମି ଭାଇ ମାନଙ୍କୁ ଆହ୍ବାନ ସହ ଉଦବୋଧନ ଦେଇଥିଲେ । ବ୍ଲକ ର ତଥା ଜାତୀୟ ସ୍ତରରୁ ଆସିଥିବା , ଜଗେଶ୍ୱର୍ ଭାଇ କୁଡ଼ୁମୀ ଜାତିର ବନ୍ଦାଣ ଉତ୍ସବ ର ପୂଜା ପଦ୍ଧତି କିପରି ନିଆରା ଓ ମହାନ୍ ତାହା ସମସ୍ତଙ୍କୁ ଜଣାଇଥିଲେ।ମନୁ ଭାଇ ଏ ପର୍ବର ଗୁଣୀମା ଗାନ କରିଥିଲେ । ଏ ବଡସାହି ଅଞ୍ଚଳର ଅତି ପ୍ରିୟ ତଥା ଆଦରର ସମାଜସେବୀ ଯିଏ କି ବ୍ଲକର, ସମସ୍ତ ଜନ ମାନସର୍ ,ତଥା ଦୁଃଖରେ ଛିଡ଼ା ହଇ ଆସୁଥିବା ସଞ୍ଜୀବ ଭାଇ,ବନ୍ଦାଣ ପର୍ବର ରହସ୍ୟ କୁ କିପରି
ରସମୟ କରିହେବ , ସେ ବାବଦରେ ଉପସ୍ଥିତ କୁଡୁମୀ ଭାଈ ଭଉଣୀ ମାନଙ୍କୁ
ଉଦବୋଧନ ଦେଇଥିଲେ। ଶେଷରେ ବଡସାହି ବ୍ଲକ 2026ଜାତୀୟ ବାନ୍ଦନା କମିଟି ଗଠନ ହୋଇଥିଲା ।
ଉକ୍ତ କମିଟିରେ ସଭାପତି ଦିଲ୍ଲିପ କୁମାର ମହାନ୍ତ, ସମ୍ପାଦକ ସନ୍ତୋଷ କୁମାର ମହାନ୍ତ, ଉପ ସଭାପତି, ଜୟଚନ୍ଦ୍ର ମହାନ୍ତ,ସହ ସମ୍ପାଦକ, ଗଣେଶ୍ୱର ମହାନ୍ତ ସହ ସମ୍ମତି କ୍ରମେ
ଚୟନ ହୋଇଥିଲେ ।ଆଗାମୀ ଦିନରେ ନାରୀ/ମହିଳା କମିଟି ଗଠନ ସହ ଗ୍ରାମ ତଥା ପଞ୍ଚାୟତ ସ୍ତରୀୟ କମିଟିର ଦାୟିତ୍ଵ କମିଟି କୁ ଦିଆଯାଇଥିଲା। ବ୍ଲକ ଅନ୍ତର୍ଗତ ମୈତ୍ରପୂର୍ ଝୁମର ସାଂସ୍କୃତିକ ମଞ୍ଚ ପରିସରରେ , ବଡସାହି ବ୍ଲକ ର ସମସ୍ତ କୁଡୁମି ଭାଇ, ଭଉଣୀ ଗୁରୁଜନ ଏକାଠି ଏକତ୍ରିତ ହଇ ଜାତୀୟ ବନ୍ଦନା ପରବ କମିଟି ଗଠନ ସହ। ଏହାର ସୁ ପରିଚାଳନା, ନିମନ୍ତେ ପରିକଳ୍ପନା ,ପରିଯୋଜନା କମିଟି ମାଧ୍ୟମରେ କରିଥିଲେ ।ଏହି କୁଡୁ ମୀ ଜାତି ତାର ପରମ୍ପରା ସଂସ୍କୃତି
ର ଲୋପ ହେବାରୁ ବଞ୍ଚିତ ନ ହେବ ସେଥିପାଇଁ ସଭାର ବ୍ଲକ ସଭାପତି, ସମାଜ ସେବୀ ଲୋକ ପ୍ରିୟ, ସମସ୍ତ ଙ୍କ ଅତି ଆପଣା ର ଦିଲ୍ଲିପ ଭାଇ ସଭା ସ୍ଥିତ ସମସ୍ତ କୁଡ଼ୁମି ଭାଇ ମାନଙ୍କୁ ଆହ୍ବାନ ସହ ଉଦବୋଧନ ଦେଇଥିଲେ । ବ୍ଲକ ର ତଥା ଜାତୀୟ ସ୍ତରରୁ ଆସିଥିବା , ଜଗେଶ୍ୱର୍ ଭାଇ କୁଡ଼ୁମୀ ଜାତିର ବନ୍ଦାଣ ଉତ୍ସବ ର ପୂଜା ପଦ୍ଧତି କିପରି ନିଆରା ଓ ମହାନ୍ ତାହା ସମସ୍ତଙ୍କୁ ଜଣାଇଥିଲେ।ମନୁ ଭାଇ ଏ ପର୍ବର ଗୁଣୀମା ଗାନ କରିଥିଲେ । ଏ ବଡସାହି ଅଞ୍ଚଳର ଅତି ପ୍ରିୟ ତଥା ଆଦରର ସମାଜସେବୀ ଯିଏ କି ବ୍ଲକର, ସମସ୍ତ ଜନ ମାନସର୍ ,ତଥା ଦୁଃଖରେ ଛିଡ଼ା ହଇ ଆସୁଥିବା ସଞ୍ଜୀବ ଭାଇ,ବନ୍ଦାଣ ପର୍ବର ରହସ୍ୟ କୁ କିପରି
ରସମୟ କରିହେବ , ସେ ବାବଦରେ ଉପସ୍ଥିତ କୁଡୁମୀ ଭାଈ ଭଉଣୀ ମାନଙ୍କୁ
ଉଦବୋଧନ ଦେଇଥିଲେ। ଶେଷରେ ବଡସାହି ବ୍ଲକ 2026ଜାତୀୟ ବାନ୍ଦନା କମିଟି ଗଠନ ହୋଇଥିଲା ।
ଉକ୍ତ କମିଟିରେ ସଭାପତି ଦିଲ୍ଲିପ କୁମାର ମହାନ୍ତ, ସମ୍ପାଦକ ସନ୍ତୋଷ କୁମାର ମହାନ୍ତ, ଉପ ସଭାପତି, ଜୟଚନ୍ଦ୍ର ମହାନ୍ତ,ସହ ସମ୍ପାଦକ, ଗଣେଶ୍ୱର ମହାନ୍ତ ସହ ସମ୍ମତି କ୍ରମେ
ଚୟନ ହୋଇଥିଲେ ।ଆଗାମୀ ଦିନରେ ନାରୀ/ମହିଳା କମିଟି ଗଠନ ସହ ଗ୍ରାମ ତଥା ପଞ୍ଚାୟତ ସ୍ତରୀୟ କମିଟିର ଦାୟିତ୍ଵ କମିଟି କୁ ଦିଆଯାଇଥିଲା।