*ଗୋଲ୍ଡ ମେଡାଲିଷ୍ଟ ନେହା ତରିଆ ସମ୍ମାନିତ*
(*ବଲାଙ୍ଗିରରୁ ପ୍ରଦୀପ କୁମାର ସାଙ୍କ ରିପୋର୍ଟ*)
ତାରିଖ 31/08/2026
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବଜାପଦରର ଝିଅ ସୁଶ୍ରୀ ନେହା ତରିଆ ଶ୍ରୀଲଙ୍କା – କଲୋମ୍ୱୋ ଷ୍ଟାଡିୟମରେ ସାଉଥ ଏସିଆନ ଗୋଲ ଶଟ୍ ବଲ୍ ଚମ୍ପିୟାନ, ଗୋଲ୍ଡ ମେଡାଲ ଜିତି ସାରା ଭାରତ ପାଇଁ ଗୌରବ ଅର୍ଜନ କରିଥିବାରୁ ଅଦ୍ୟ ତା ୩୧.୮.୨୬ ବରଗଡ଼ ଠାରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ସମ୍ମାନିତ କରିଛନ୍ତି। ଏହି ବିଷୟଟି ବରଗଡ଼ ଜିଲ୍ଲା ପାଇଁ ଅତ୍ୟନ୍ତ ଖୁସି, ଗର୍ବ ଓ ଗୌରବ ର ବିଷୟ ଅଟେ ll
