ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୈଇସିରିଆ ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁର ଥାନା ଵୈଇସିରିଆ ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଏକମାତ୍ର କନ୍ୟା ବହୁ ହସ ଖୁସିରେ ଜୀବନ ବିତାଉ ଥିଲେ ଭାଗ୍ୟର ବିଡମ୍ବନା ହଠାତ୍ ବ୍ରେନ ଟ୍ୟୁମର ହେବା ଦ୍ଵାରା ସମସ୍ତ ଶରୀର ବିକଳାଙ୍ଗ ହୋଇଯାଇଛି। ବିଛଣିରୁ ଉଠିବା ପାଇଁ ଅସମର୍ଥ ହେଲେ ଆଜି ପଯ୍ୟନ୍ତ ଏ ମେଡିକାଲ ରୁ ସେ ମେଡିକାଲ ଦୈାଡି ଦୈାଡି ନିରାଶ ହେଲାଣି ହେଲେ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ୨୧/୭/୨୦୨୧ ଭିନ୍ନ କ୍ଷମ ପ୍ରଣାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ହେଲେ ତାକୁ ଏ ପର୍ଯ୍ୟନ୍ତ କୋୖଣସି ସୁବିଧା ମିଳି ପାରିଲା ନାହିଁ। ଦେଖାଯାଉ ଆଗକୁ ପ୍ରଶାସନ କି ପ୍ରଦଯେପ ନେଉଛି।
