ବୌଦ୍ଧ ର ଯୋଗ ପ୍ରଶିକ୍ଷକ , ସମାଜସେବୀ ହରିଦ୍ୱାର ପତଞ୍ଜଳି ଯୋଗ ସମିତି ର ସଦସ୍ୟ ଦେବାଶିଷ ପୁରୋହିତ ଙ୍କ 121 ତମ ରକ୍ତ ଦାନ କୃଷ୍ଣ ସିଂହ ଙ୍କ ରିପୋର୍ଟ
ବୌଦ୍ଧ (ନି. ପ୍ର.) ବିଶିଷ୍ଟ ସାମ୍ବାଦିକ, ସମାଜସେବୀ, ଯୋଗ ବିଶାରଦ ଦେବାଶିଷ ପୁରୋହିତ ତାଙ୍କ ଜୀବନ ର 121ତମ ରକ୍ତଦାନ କରି ଛନ୍ତି। ରକ୍ତ ଦାନ ଏକ ପୁର୍ଣ୍ୟ କାମ ଓ ଏହା ଏକ ମହତ୍ତ କାର୍ଯ୍ୟ ଏବଂ ଏଥି ରେ ସେ ଏକ ମାଇଲ ଖୁଣ୍ଟ ଅତିକ୍ରମ କରଛନ୍ତି। ତାଙ୍କ ମତ୍ତ ରେ ମାନବ ସେଵା ହିଁ ମାଧବ ସେଵା ବହୁ ବନ୍ଧୁ ଶୁଭେଛୁ ତାଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ବିଶିଷ୍ଟ ପରିବେଷବିତ ଅଧ୍ୟାପକ ପ୍ରବୀର ଦାସ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ତାଙ୍କର ସୁସ୍ଥ ଓ ନୀରୋଗ ଶରୀର ପ୍ରଭୁ ଜଗନାଥ ଙ୍କ ନିକଟ ରେ କାମନା କରଛନ୍ତି।
