ଘଟଗାଁ ରେ ହୋଟେଲ ଗ୍ଲୋବାନ ଇନ’ଉଦଘାଟିତ
ହୋଟେଲ ଗ୍ଲୋବାଲ ଇନ ଘଟଗାଁରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ‘ହୋଟେଲ ଗ୍ଲୋବାନ ଇନ’ଉଦଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଭୁବନେଶ୍ୱର ଜୋନାଲ ହେଡ଼ ଦିଲ୍ଲୀପ ରାଉଳ,ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗ୍ଲୋବାଲ ଇନ ହୋଟେଲ କୁ ଉଦଘାଟନ କରିଥିଲେ l
କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ର ଘଟଗାଁକୁ ଆସୁଥିବା ପର୍ଯ୍ୟଟକ, ଭକ୍ତ ଓ ଅତିଥିମାନଙ୍କୁ ଉନ୍ନତମାନର ରହଣୀ ଓ ଆତିଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ନୂତନ ହୋଟେଲର ଶୁଭାରମ୍ଭ କରାଯାଇଛି।
ଉଦଘାଟନ ଅବସରରେ ଅତିଥି, ଅଞ୍ଚଳବାସୀ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ହୋଟେଲ ପରିସର ଉତ୍ସବମୁଖର ହୋଇଉଠିଥିଲା। ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ଏବଂ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ହୋଟେଲ ଏକ ଉପଯୋଗୀ ଠିକଣା ହେବ ବୋଲି ଆଶା ପ୍ରକାଶ ପାଇଛି।
ନୂତନ ହୋଟେଲର ଶୁଭାରମ୍ଭ ଅବସରରେ ମାଲିକ ସେକ ଇମ୍ରାନ ଓ ତାଙ୍କ ପିତା ସମାଜସେବୀ ସେକ ମୋବିନ ଓ କର୍ମଚାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଘଟଗାଁର ପର୍ଯ୍ୟଟନ ଓ ବ୍ୟବସାୟିକ ବିକାଶରେ ‘ହୋଟେଲ ଗ୍ଲୋବାନ ଇନ’ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି। ଗ୍ଲୋବାଲ ଇନ ଘଟଗାଁରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ‘ହୋଟେଲ ଗ୍ଲୋବାନ ଇନ’ଉଦଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଭୁବନେଶ୍ୱର ଜୋନାଲ ହେଡ଼ ଦିଲ୍ଲୀପ ରାଉଳ,ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗ୍ଲୋବାଲ ଇନ ହୋଟେଲ କୁ ଉଦଘାଟନ କରିଥିଲେ l
କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ର ଘଟଗାଁକୁ ଆସୁଥିବା ପର୍ଯ୍ୟଟକ, ଭକ୍ତ ଓ ଅତିଥିମାନଙ୍କୁ ଉନ୍ନତମାନର ରହଣୀ ଓ ଆତିଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ନୂତନ ହୋଟେଲର ଶୁଭାରମ୍ଭ କରାଯାଇଛି।
ଉଦଘାଟନ ଅବସରରେ ଅତିଥି, ଅଞ୍ଚଳବାସୀ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ହୋଟେଲ ପରିସର ଉତ୍ସବମୁଖର ହୋଇଉଠିଥିଲା। ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ଏବଂ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ହୋଟେଲ ଏକ ଉପଯୋଗୀ ଠିକଣା ହେବ ବୋଲି ଆଶା ପ୍ରକାଶ ପାଇଛି।
ନୂତନ ହୋଟେଲର ଶୁଭାରମ୍ଭ ଅବସରରେ ମାଲିକ ସେକ ଇମ୍ରାନ ଓ ତାଙ୍କ ପିତା ସମାଜସେବୀ ସେକ ମୋବିନ ଓ କର୍ମଚାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଘଟଗାଁର ପର୍ଯ୍ୟଟନ ଓ ବ୍ୟବସାୟିକ ବିକାଶରେ ‘ହୋଟେଲ ଗ୍ଲୋବାନ ଇନ’ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।