*ରଥଯାତ୍ରା ମଞ୍ଚରେ ଓଡ଼ିଶୀ ନୃତ୍ୟର ଯାଦୁ: ଖଡ଼ିଆଳରେ ସରକାରୀ ସାଂସ୍କୃତିକ ଦଳର ଚିତ୍ତାକର୍ଷକ ପ୍ରଦର୍ଶନ*
ନୂଆପଡା(ମିଖାଏଲ ନନ୍ଦ) ତା:୨୪.୦୭. *
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ରଥଯାତ୍ରା ପାଳନ୍ କମିଟି ପକ୍ଷରୁ ଦାବି ଦିନାତ୍ମକ ଯାତ୍ରା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ,ସରକାର ପକ୍ଷରୁ ଓଡ଼ିଶୀ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ମାଉସୀ ମନ୍ଦିର ସମ୍ମୁଖରେ ପେଣ୍ଡାଲ ପ୍ରସ୍ତୁତ ଥିବା ବେଳେ ପ୍ରବଳ ବୃଷ୍ଟିପାତ ପାଇ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ସେହିପରି ଦଧିବାମନ ମନ୍ଦିର ଠାରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମ ବାତିଲ। ହେବା ପରେ ଗତକାଲି ମଝିଆ ଗୁଡି ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ସାନ ଗୁଡି ଠାରେ ଓଡ଼ିଶୀ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ହେବ। ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଓ କଲା ଏବଂ ସାଂସ୍କୃତିକ ପ୍ରେମୀ। ସାମିଲ ହୋଇ କାର୍ଯ୍ୟକ୍ରମ କ୍ରୁ ସଫଳ ସଫଳ ମଣ୍ଡିତ କରିବେ।ଖଡ଼ିଆଳ ରଥଯାତ୍ରା ପାଳନ୍ କମିଟି ପକ୍ଷରୁ ଅଧ୍ୟକ୍ଷ ଦେବ ଦେବ ସିଂ ଦେଓ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି
