*ନୂଆପଡା ଜିଲ୍ଲାର ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ବିଜେପି ରେ ଯୋଗଦାନ ପରେ ଖଡ଼ିଆଳ ରେ ଭବ୍ୟ ସ୍ୱାଗତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜନୀତିରେ ଦଳ ବଦଳି ଅଞ୍ଚଳେ ବିକାଶ ପାଇଁ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଖଡ଼ିଆଳ ନଗର ଅଧ୍ୟକ୍ଷ ୮ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ବିଜେପି ରେ ଯୋଗଦାନ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗଦାନ ପରେ ଜଗତ ଠାକୁର ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ଗ୍ରହଣର ଖଡ଼ିଆଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଖଡ଼ିଆଳ ଆମ୍ବେଦକର ଛକ ଠାରୁ ସ୍ୱାଗତ କରିଥିବା ବେଳେ ଖଡ଼ିଆଳ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ। ଏହି ଭବ୍ୟ ସ୍ୱାଗତ ରେ ଖଡ଼ିଆଳ ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ଦେବ ଦେବ ସିଂ ଦେଓ, ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ, ପ୍ରିୟ ରଞ୍ଜନ ମେହେର, ପରେ ଖଡ଼ିଆଳ ରେ ଭବ୍ୟ ସ୍ୱାଗତ କରିଛନ୍ତି।
