କୋରାପୁଟ /07/07/2026
ଶ୍ରୀକ୍ଷେତ୍ର ରୁ ଶlବର ଶ୍ରୀକ୍ଷେତ୍ର କୁ ଗଡ଼ିଲା ପୁରୀ ଏକପ୍ରେସ l
ବହୁ ପ୍ରତିକ୍ଷୀତ କୋରାପୁଟ ବାସୀ ଙ୍କ ଦୀର୍ଘ ଦିନର ସ୍ବପ୍ନ କୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କଲେ ଶ୍ରୀକ୍ଷେତ୍ର ରୁ ଶlବର ଶ୍ରୀକ୍ଷେତ୍ର କୁ ଏକ ନୂତନ ଟ୍ରେନ କେନ୍ଦ୍ର ରେଳ ମନ୍ତ୍ରୀ ଓ ରାଜ୍ୟ ମୂଖ୍ୟ ମନ୍ତ୍ରୀଙ୍କ ର ଉପସ୍ଥିତି ରେ ପୁରୀ ଠାରେ ଉଦଘାଟନ ହୋଇ କୋରାପୁଟ ଅଭିମୁଖେ ଯାତ୍ରା କରି ନିର୍ଦ୍ଧାରିତ ସମୟ ରେ ପହଁଚିବା ପରେ କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲା ସଭାପତି ଶିଵ ମୁଦୁଲି ସମେତ ବିଜେପି ର ତୁଙ୍ଗନେତା ନେତ୍ରୀ ମାନେ ଭବ୍ୟ ସମ୍ବଦ୍ଧନା କରିଥିଲେ l ଓ ପରେ ପୁଣି ଥରେ ତାହା ତାର ଗନ୍ତବ୍ୟ ପଥ ରେ ଗମନ କରିଥିଲା ଏ ଉପଲକ୍ଷେ କୋରାପୁଟ ବିଧାୟକ ଅଞ୍ଚଳ ବାସୀ ଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇବା ସହ ଏହାଶ୍ରୀ କ୍ଷେତ୍ର ଶlବର ଶ୍ରୀକ୍ଷେତ୍ର ମଧ୍ୟ୍ୟରେ କଳା ସଂକୃତି ଭାସ୍କଯ୍ୟ ବାଣିଜ୍ୟ ମଧ୍ୟ୍ୟ ରେ ଏକ ସୁସଂପର୍କ ସ୍ଥାପନ କରିବ ବୋଲି ନିଜ ଟିମ ର ଉପସ୍ଥିତି ରେ ପ୍ରକlଶ କରିଥିଲେ lକୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
