ଅଷ୍ଟମ ବାର୍ଷିକଶ୍ରଦ୍ଧାଞ୍ଜଳି
ଓମ୍ ଶ୍ରୀମତୀ ଉତ୍ତମ ନାୟକ
ସେଣ୍ଟ୍ରାଲ କଲୋନୀ ତାଳଚେର
ଦେଖୁ ଦେଖୁ ଆଜିକୁ ଆଠ ବର୍ଷ ବିତି ଗଲା ତୁମର ସେହି ସ୍ନେହ ଶ୍ରଦ୍ଧା ଓ ଆଦର୍ଶ ଆମର ପଥେୟ । ତୁମର ସେହି ସ୍ନେହ ଶ୍ରଦ୍ଧା ଆମ ପାଇଁ ଏକ ଅଭୁଲା ସୃତି ଏହି ଦେବ ସ୍ନାନ ପୂର୍ଣ୍ଣିମା ତିଥିରେ ତୁମ ଅମର ଆତ୍ମାର ସଦଗତି ନିମନ୍ତେ
ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଅଛୁ
ତୁମର ପରିବାର ବର୍ଗ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
