ଧରଣୀ ମା’ର ସଜବାଜ ଓ ଓଡ଼ିଆର ଗଣପର୍ବ “ରଜ” ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ରଜ ପର୍ବ ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପ୍ରତୀକ। ଏହି ଆନନ୍ଦର ପର୍ବକୁ ଆହୁରି ମଧୁର କରିବା ପାଇଁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର IRC village ‘ଗୀତାଞ୍ଜଳି ଫାଉଣ୍ଡେସନ’ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ‘ରଜ ପାନ ଷ୍ଟଲ୍’ର ଶୁଭ ଉଦଘାଟନ ସମାରୋହରେ ଯୋଗ ଦେଲି। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନର ଏହି ପ୍ରୟାସ ସତରେ ପ୍ରଶଂସନୀୟ। (ରିପୋର୍ଟ୍ ଜୀବନ ଜ୍ୟୋତି ରଣା )
