କଳାହାଣ୍ଡି (ମଣ୍ଟୁ ପାଣିଗ୍ରାହୀ) : ଭୁବନେଶ୍ଵରରୁ ଉମରକୋଟ ଫେରୁଥିବା ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ |୨୬ ନମ୍ବର ଜାତୀୟ ରାଜପଥରା କୋକସରା ଥାନା ଚାରବାହାଲ ସ୍ତୁଲ ନିକଟରେ ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣ କର ମୃତ୍ବୀ ହୋଇଥିବା ବେଳେ ୩ ଜଣ ଯାତ୍ରୀ ରୁଗୁତର ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଜୁନାଗଡ଼ ମୋଡିକାଲେରେ ଭତ୍ତି କରାଯାଇଛି
ପୁଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମୃ କରୁଛନ୍ତି। ସୁଚନା
ଯେ’ ରାସ୍ତାରେ ଅଟକିଥିଲା ଏକ ଟ୍ରକ୍ ସହିତ ଭୁବନେଶ୍ଵରରୁ ଉମରକୋଟ ଫେରୁଥିବା ରଘୁନାଥ ନାମକ ଏକ ଘରୋଇ ବସ ପିଟିହୋଇ ଦୁର୍ଘଟଣା ଘଟଥିବା ଜଣାପଡିଛି। ମୃତକ ର ପରିଚୟ ମିଳିପାରି ନାହିଁ, କନ୍ତୁ ଝରିଗାଁ ଅଞ୍ଚଳର ବେଲି ଜଣାପଡ଼ିଛି। ପୁଲିସ ଶବକୁ ଜବତ କରି ଜୁନାଗଡ଼ ମୋଡିକାଲ କୁ ପଠାଇ ଦେଇଛିନ୍ତି।
