(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଜୁନାଗଡ଼ କିମ୍ବା ଆଖ ପାଖ ଅଂଚଳ ରେ ସାପ କାମୁଡା ରେ ଅନେକ ଜଣଙ୍କ ମୃତ୍ୟୁ ହେଉଛି ଏନେଇ ରାଜ୍ୟ ସରକାର ବନ ବିଭାଗ କୁ ଅବଗତ କରାଯାଇଥିଲା ବନ ବିଭାଗ ତରଫରୁ ଉତ୍ତର ଆସିଛି ଯେ “Odisha-SARPA” ନାମକ ଏକ ମୋବାଇଲ ଆପ୍ ବିକାଶ କରିଛନ୍ତି, ଯାହା Google Play Store ଓ App Store ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ଅଛି।
ଏହି ଆପ୍ ମାନବ ବସୋବାସ ଅଞ୍ଚଳରୁ ସାପ ଉଦ୍ଧାର ସମ୍ବନ୍ଧୀୟ ତଥ୍ୟ ରିପୋର୍ଟ କରିବା ଏବଂ ଉଦ୍ଧାର ପ୍ରକ୍ରିୟାକୁ ସୁସଂଗଠିତ କରିବା ପାଇଁ ନିର୍ମିତ, ଯାହା ମାନବ ଓ ସାପ ଉଭୟଙ୍କ ପାଇଁ ବିପଦ କମେଇବ।
ଏହି ଆପ୍ରେ ନିମ୍ନଲିଖିତ ବ୍ୟକ୍ତିଙ୍କୁ ସାପ ଧରୁଥିବା କର୍ମଚାରୀ (Snake Handler) ଭାବେ ପଞ୍ଜିକୃତ କରାଯାଇଛି, ଯାହାଙ୍କୁ ସିଧାସଳଖ ଯୋଗାଯୋଗ କରିପାରିବେ କିମ୍ବା SARPA ଆପ୍ ମାଧ୍ୟମରେ ତୁରନ୍ତ ସାପ ଉଦ୍ଧାର ସେବା ନିଆଯାଇପାରିବ।
ନାମ: ସୌଭାଗ୍ୟ କୁମାର ବାନୁଆ
ମୋବାଇଲ ନଂ: 9437923106
ଇମେଲ: babulibanua000@gmail.com
ଠିକଣା: ଭୈରିଗୁଡା, ପୋଷ୍ଟ – ଜୁନାଗଡ଼, ଜିଲ୍ଲା – କଳାହାଣ୍ଡି, ଓଡ଼ିଶା।
Google Play Store ରେ ଆପ୍ର ଲିଙ୍କ :
https://play.google.com/store/apps/details?id=com.odisha.sarpa
ଏହା ଆପଣଙ୍କ ଅବଗତ ନିମନ୍ତେ ଜଣେଇ ଦିଆଗଲା 🙏
