ତା ୨୫/୦୫/୨୦୨୬ ଭୁବନେଶ୍ବର ଓଡ଼ିଶାର ରାଜ୍ୟ ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ବିରେନ୍ଦ୍ର ମିତ୍ର ମୋହୋଦୟଙ୍କ
ପୁଣ୍ୟ ତିଥିରେ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ ଆମର ନେତା ଶ୍ରୀ ଯୁକ୍ତ ପ୍ରିୟଦର୍ଶିନୀ ମିଶ୍ର ଯୋଗ ଦେଇ ଥିଲେ
ରିପୋର୍ଟ୍ ଜୀବନ ଜ୍ୟୋତି ରଣା ଭୁବନେଶ୍ୱର
