ଭୀମଦା ଫାଣ୍ଡି ର ସଚନୀୟ ଅବସ୍ଥା ଦୂର ପାଇଁ ଏ. ଡି ଏମ କୁ ଭେଟିଲେ ଭୀମଦା ଯୁବ ସରପଞ୍ଚ…ଶ୍ରୀ ଭୀମ ସିଂ
ବଡ଼ସାହି…. ଭୀମଦା ଫାଣ୍ଡି ଘର ଏବେ ମେଲା. କହିବାକୁ ଗଲେ 50 ବର୍ଷ ରୁ ଅଧିକ ବର୍ଷ ହେବ ଅବସ୍ଥାପିତ ଭୀମଦା ଫାଣ୍ଡି ଅବସ୍ଥା ଦେଖିଲେ କି ଶୁଲି ଲେ ଆଶ୍ଚର୍ଯ୍ୟ ହେଇଯିବେ ଗୋଟିଏ ଫାଣ୍ଡି ର କାର୍ଯାଳୟ ହେବା ପାଇଁ ଯାହା ଆବଶ୍ୟକ କର୍ମଚାରୀ ଙ୍କୁ ଛାଡି ଦେଇ ଅନ୍ୟ କିଛି ର ସୁବିଧା ନ ଥିଲା ତଥାପି ଜେନ ତେନ ପ୍ରକାରଣ ଫାଣ୍ଡି କାର୍ଯ୍ୟ ଚାଲୁଥିଲା କିନ୍ତୁ ଏ କିଛି ଦିନ ହେବ କାଳ ବୈଶାଖୀ ର ନୃତ୍ୟ ରେ ଫାଣ୍ଡି ଘର ର ଅବସ୍ଥା ପୁରା ବାର ବାଜିଗଲା ଭାଗ୍ୟ ଭଲ ରାତିରେ ଝଡ଼ ତଫାତ ସମୟରେ ଜଣେ କନେଷ୍ଟବଳ ଫାଣ୍ଡି ପାଖ ରୁମ ରେ ସେଇଥିବା ସମୟରେ ଉପରେ କାନ୍ତ ପଡିଲା ନାହିଁ ଏ ସବୁ ଅବସ୍ଥା ଦେଖି କର୍ମ ଚାରୀ କାର୍ଯ୍ୟ କରିବା ପାଇଁ ଭୟ କଲେଣି କଥା ଉଠୁଛି ଯେଉଁଠି ପୋଲିସ ସୁରକ୍ଷିତ ମନେ କରୁନାହାନ୍ତି ସେଠି ଆମ ଆଦମୀ ଙ୍କୁ କିପରି ସୁରକ୍ଷା ମିଳିବ ତାହା ପ୍ରଶ୍ନ ବାଚ୍ୟ ନୂଆ କରି ଫାଣ୍ଡି ଅଧିକାରୀ ମାଝୀ ବାବୁଙ୍କୁ କୁ ଆମ ସାମ୍ବାଦିକ ପଚାରିବାରୁ ସେ କହିଲେ ମୁଁ କଣ କରିପାରିବି ଯାହା ପୃର୍ବ ରୁ ଠିକ ହେଇନାହିଁ ଏବେ କଣ ହେଇପାରିବ ତଥାପି ମୁ ଉପରସ୍ତ ଅଧିକାରୀଙ୍କୁ ଅବଗତ କରାଇଛି ଆପଣ ମା ନେ ଓ ସ୍ଥାନୀୟ ସରପଞ୍ଚ ସହଯୋଗ କଲେ ଅବସ୍ଥା ଦୂର ହେଇପାରିବ. ଭୀମଦା ପଂଚାୟତ ର ଯୁବ ସରପଞ୍ଚ ଭୀମ ସିଂ ସ୍ଥାନୀୟ ଲୋକ ଙ୍କ ସହିତ ଫାଣ୍ଡି ରେ ପହଂଚି ସବୁ ଦେଖି ବା ସହିତ ଫାଣ୍ଡି କୁ ଖୁବ ଶୀଘ୍ର ଭଲ ସ୍ଥାନ ଦେଖି ଅସ୍ଥା ଇ ରୂପେ ସ୍ଥାନ୍ତାସ୍ଥାରିତକରିବା ସହିତ ଫାଣ୍ଡି ପାଇଁ ଚିହ୍ନଟ ହେଇଥିବା ସ୍ଥାନ ରେ କିପରି ଘର ହେବ ସେ ବିଷୟରେ ଜିଲ୍ଲାପାଳ ଓ ଆରକ୍ଷ୍ୟ, ଏ. ଡି ଏମ ଙ୍କୁ ଭାଟିବେ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ବାବୁ ଙ୍କୁ ସହିତ କଥା ହେଇଥିଲେ ଏହା ପରେ ଗ୍ରାମୀବାସୀ ସହିତ ପଞ୍ଚଯାତ ସମିତି ସଭ୍ୟ! ଙ୍କୁ ନେଇ ମୟୁରଭଞ୍ଜ ର ଏ. ଡି ଏମ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ଙ୍କୁ ଭେଟି ଫାଣ୍ଡି ର ଦୁଃଖ ଜଣାଇବା ସହିତ ଏକ ଲିଖିତ ପତ୍ର ଦେଇଥିଲେ ଏବଂ ଏ. ଡି ଏମ ଶ୍ରୀ ମଲ୍ଲିକ ସରପଞ୍ଚ ଙ୍କୁ କହିଲେ ମୁ ଜିଲ୍ଲାପାଳ ଓ ଆରକ୍ଷୀ ଙ୍କୁ ଖୁବ ଶୀଘ୍ର ଅବଗତ କରାଇବି ତ ଦେଖା ଯାଉ ଯୁବ ସରପଞ୍ଚ ଶ୍ରୀ ଭୀମ ସିଂ ଫାଣ୍ଡି ପାଇଁ କଣ କରୁଛନ୍ତି ତାହା ଜାଣିବା କୁ ଆଉ ଦେଖି ବାକୁ ବାକି ରହିଲା
