*ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଅଞ୍ଚଳ ର ସମାଜସେବୀ, ଧରମବନ୍ଧା ପୂର୍ବତନ ସରପଞ୍ଚ ଓମ ପ୍ରକାଶ କଳାର ଙ୍କ ଦେହାନ୍ତ, ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ* ନୂଆପଡା (ମିଖାଏଲ ନନ୍ଦ) ତା:୧୯.୦୫.
ନୂଆପଡ଼ା ଜିଲ୍ଲା ଧରମବନ୍ଧା ର ପୂର୍ବତନ ସରପଞ୍ଚ ସମାଜ ସେବୀ ଓମ ପ୍ରକାଶ କଳାର ଙ୍କ ଆଜି ଦେହାନ୍ତ ହୋଇଯାଇଅଛି। ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କାରଣରୁ ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ରାୟପୁର ଠାରେ ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ଦେହାନ୍ତ ଖବର ଆସିବା ଦ୍ୱାରା କୃଷକ ସମାଜ, ବିଜେପି ଦଳୀୟ କର୍ମୀ ମହଲରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଖବର ଶୁଣି ଅଞ୍ଚଳ ବାସୀ ଗଭୀର ମର୍ମାହନ୍ତ, ହୋଇଛନ୍ତି। ସେ ଜଣେ ମେଳାପୀ ଓ ସମାଜସେବି ଲୋକ ଥିଲେ, ତାଙ୍କର ମୃତ୍ୟୁ ର ଖବର ଶୁଣି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି, l ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ। , ସେ ଜଣେ ମେଳାପୀ ଓ ସମାଜସେବି ଲୋକ ଥିଲେ, ତାଙ୍କର ମୃତ୍ୟୁ ର ଖବର ଶୁଣି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି, l ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ l
