ରିପୋର୍ଟ (ଜୀବନ ଜ୍ୟୋତି ରଣା)
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ( ସୋମନାଥ ମଣ୍ଡଳ , ଗୋପୀନାଥ ମଣ୍ଡଳ , ମଞ୍ଚନାଥ ମଣ୍ଡଳ , ଶ୍ରୀକୃଷ୍ଣ ମଣ୍ଡଳ, ଜୟଦେବ ମଣ୍ଡଳ, ଚନ୍ଦ୍ରଶେଖର ମଣ୍ଡଳ, ଶିଖରଚଣ୍ଡୀ ମଣ୍ଡଳ )ରେ ମାସିକ ସଂଗଠନ ସମୀକ୍ଷା ବୈଠକ ରେ ଯୋଗଦେଇ ବୁଥସ୍ତର ସଂଗଠକକୁ ତୃଣମୂଳ ସ୍ତରରେ ଦୃଢକରିବା ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ଏବଂ ଓଡିଶାର ଲୋକକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୁରଦୃଷ୍ଟି ସଂପର୍ଣ ବିକଶିତ ଭାରତ, ବିକଶିତ ଓଡିଶା ର ସ୍ବପ୍ନକୁ ସାକାର କରିବା ଦିଗରେ ନିଜର ସଂଗଠକ ସ୍ଥିତ ମଜୁବୁତ କରିବା l
