*ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବର୍ଷ ଯୋଗ ପ୍ରତିଯୋଗିତା*
ରିପୋର୍ଟ ମନୋଜ ରାଉତ
ତାଳଚେର :(ନି ପ୍ର) ତା 9/5/2026: ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଶନିବାର ଦ୍ୱିତୀୟ ବର୍ଷ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ,ହୋଇଯାଇଛି |ଏଥିରେ 350 ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗ ରୁ ଯୋଗ ଦେଇଥିଲେ, ଯୋଗାସନ ସ୍ପୋର୍ଟ ଆସୋସିଏସନ ଅନୁଗୁଳ ତରଫରୁ କମିଟି ସଭାପତି ହୃଷିକେଶ ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ଯୋଗ ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି,
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ 21 ରେ ପାଳନ କରାଇ ପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ |
ଯୋଗ କୁ ଉଭୟ ସରକାର ପ୍ରାଧାନ୍ୟ ଦେଇ ସ୍କୁଲ ଠାରୁ ମହାବିଦ୍ୟାଳୟ ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଯୋଗ ଶିକ୍ଷକ ନିୟୋଜିତ କରୁଛନ୍ତି ବୋଲି କହିଥିଲେ |
କୃତି ପ୍ରତିଯୋଗୀ ରାଜ୍ୟରେ ଏବଂ ଦେଶରେ ଉତୀର୍ଣ୍ଣ ହୋଇ ଆମ ଜିଲ୍ଲା ପାଇଁ ସୁନାମ ଆଣନ୍ତୁ ବୋଲି ସେ ପ୍ରକାଶ କରିଥିଲେ |ଡ଼ଃ ସଂଜୀବ ରାଉତ, ଆଶା ଅଗ୍ରୱାଲ, ବରୁଣ କୁମାର ସାହୁ, ଭାରତୀୟ ଯୋଗ ସଂସ୍ଥାନ ଜିଲ୍ଲା ପ୍ରଭାରୀ ସଂଯୁକ୍ତା ପାଲ, ମୁଖ୍ୟ ବକ୍ତା ବସନ୍ତ ବାବୁ, ଜଗଦୀଶ ପ୍ରସାଦ ସିଂହ, ଢେଙ୍କାନାଳ ସାଂସଦ ଙ୍କ ମେଡିକାଲ କଲେଜ ପ୍ରତିନିଧି ସୁନୀଲ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ଏଥିରେ କମିଟିର ମୁଖ୍ୟ ସହଯୋଗୀ ଡିଷ୍ଟ୍ରିକ କର୍ଡିନେଟର ସୁନିତା ପ୍ରଧାନ, ସମ୍ପାଦକ କଵି ପ୍ରଭାକର ଦାସ,କାଳିଚରଣ ସାହୁ, ହିମାଂଶୁ ପ୍ରଧାନ, ଦୀପକ ବରାଳ, କମ୍ପିଟିସନ ଡାଇରେକ୍ଟର, ମଞ୍ଚ ସଂଚାଳକ ଭାବେ ଅଶ୍ୱିନୀ କୁମାର ପତି, , ଚିଫ ଜଜ ଭାବେ ଅଶ୍ୱିନୀ କୁମାର ପତି,ଜୀବନଜିତା ପଟ୍ଟନାୟକ, ମୋନାଲିସା ସାହୁ, ଚୀନ୍ତାମଣି ନାଥ, ମାଧବ ବେହେରା, କୋଚ ଭାବେ, ସୁନିତା ପ୍ରଧାନ, ରଂଜିତା ମଲ୍ଲିକ, ପ୍ରଦୀପ ଦାସ, ଭାଗ୍ୟଲକ୍ଷ୍ମୀ ମିଶ୍ର, ମମିତା ରାଉତ, ସଂଯୁକ୍ତା ପାଳ, ପ୍ରମୁଖ ଯୋଗ ଶିବିର ପରିଚାଳନା କରିଥିଲେ |ସୁବିଜୁନିଅର ବୟ ଗୋଲଡ଼ ନିକିତ କୁମାର ଯାଦବ,ସିଲଭର ଶାସ୍ତିକ ସ୍ୱରାଜ j ପାତ୍ର , ବ୍ରଞ୍ଜ କୁନାଲ ବେହେରା, ଗୀର୍ଲସ ରେ ସୁପ୍ରିୟା ପ୍ରଧାନ. ସ୍ତୁତି. ହାଂସିନୀ, ସ୍ୱସ୍ତିକ ସାମଲ, ସେନିଅର ବୟ ଗୋଲଡ଼ ପ୍ରଭୁ କୁମାର ପାତ୍ର , ସେନିଅର ଗୀର୍ଲ ଗୋଲଡ଼ ଜୁଲି ନାୟକ , ସିଲଭର ଯେବଂଜିତା ପଟ୍ଟନାୟକ , ବୃଞ୍ଚ ଶ୍ରେୟଶ୍ରୀ ପ୍ରଧାନ, ସେନିଅର ବୟ ଗୋଲଡ଼ ଡାଏମଣ୍ଡ ନାଏକ , ସେନିଅର କ ଗୀର୍ଲ ଗୋଲଡ଼ ସୁଚରିତା ପାତ୍ର , ସିଲଭର ସସ୍ମିତା ଟୁଙ୍ଗା, ଅଞ୍ଜନା ବରାଳ, ସେନିଅର ବୟ ଖ ମେନ ଗୋଲଡ଼ ହୃଷିକେଶ ନାଏକ , ସମୀର କୁମାର ପାତ୍ର , 35 ରୁ 45 ବର୍ଷ ମହିଳା ଗୋଲଡ଼ ରଶ୍ମିତା ପ୍ରଧାନ, ସୁଜାତା ମହାନ୍ତି, ଶାନ୍ତିଲତା ସାହୁ, 45 ରୁ 55 ମେନ ଦାଶରଥି ହାଁସଦା କାଳିଚରଣ ସାହୁ, ଦୀପକ କୁମାର ବରାଳ, 45 to 55 ମହିଳା ନୀଳିମା ଦେହୁରୀ, କାଦମ୍ବିନୀ ବିଶ୍ୱାଳ, ଦୁର୍ବଶିନୀ ସାହୁ, ବରିଷ୍ଟ ସଂଯୁକ୍ତା ପାଲ ଚନ୍ଦ୍ର ଶେଖର ମିଶ୍ର, ସନ୍ତୋଷ କୁମାର ରାଉଳ,ପ୍ରମୁଖ କୃତିତ୍ୱ ଲାଭ କରିଥିଲେ |
