*ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ସିବିଏସଇ ପରୀକ୍ଷା ରେ ମଧୁସ୍ମିତା ମହାନ୍ତି ଓ ପ୍ରତୀକ୍ଷା କୁମ୍ଭାର ଟପର ହୋଇଥିବା ବେଳେ ୯୭.୪% ପ୍ରତିଶତ ମାର୍କ ରଖି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତ:୧୬.୦୪.
ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ
ହୋଇଛନ୍ତି। ମୋଟ ୩୪ଜଣ ବିଦ୍ୟାର୍ଥୀ ପରିକ୍ଷା ଦେଇଥିବା ବେଳେ ୩୪ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ୧୦୦% ପ୍ରତିଶତ ଫଳାଫଳ ହୋଇଥିବା ବେଳେ ସ୍କୁଲ ଅଧ୍ୟକ୍ଷ ମାନସ ରଞ୍ଜନ ତ୍ରିପାଠୀ ସମସ୍ତ ବିଦ୍ୟାର୍ଥୀଙ୍କୁ ସାଧୁବାଦ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ୯୦% ପ୍ରତିଶତ ଉପରେ ରଖିଛନ୍ତି।ମଧୁସ୍ମିତା ମହାନ୍ତି ଓ ପ୍ରତୀକ୍ଷା କୁମ୍ଭାର ସ୍କୁଲ ଟପର ହୋଇଥିବା ବେଳେ ଜିଲ୍ଲା ରେ ଦ୍ୱିତୀୟ ଟପର ୪ ଜଣଙ୍କ ମଧ୍ୟରେ ଏହି ଦୁଇଜଣ ମଧ୍ୟ ରହିଛନ୍ତି।
