*ଆଜି ଓଡ଼ିଶା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ, ଦେବାଳୟ ଏବଂ ମନ୍ଦିର ପରିସର କୁ ସ୍ୱଚ୍ଛତା କରିବା ସହ ଏକ ପ୍ଲାଷ୍ଟିକ ମୁକ୍ତ କରିଥିଲେ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଆଜି ଓଡ଼ିଶା ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ସ୍ବଚ୍ଛତା ଅଭିଯାନ, ଦେବାଳୟ ଏବଂ ମନ୍ଦିର ପରିସର କୁ ସ୍ୱଚ୍ଛତା କରିବା ସହ ଏକ ପ୍ଲାଷ୍ଟିକ ମୁକ୍ତ କରିଥିଲେ। ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣାଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ରକ୍ତାମ୍ୱରୀ, ସମଲେଶ୍ଵରୀ, ଦଧିବାମନ, ଜଗନ୍ନାଥ ଏବଂ ମଝିଆ ଗୁଡ଼ି ଆଦି ମନ୍ଦିର କୁ ସଫେଇ କରିଥିଲେ। ବିଶେଷ କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ କରିଥିଲେ।
