*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ପର୍ଵ*
ନୂଆପଡା(ମିଖାଏଲ ନନ୍ଦ)
ତା: ୦୫.୦୪.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ, ରସାୟନ ବିଭାଗ,ରାଜନୀତି ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ପର୍ଵ ନିରାଡ଼ମ୍ବର ଭାବରେ ସମ୍ପାଦିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ବାଣିଜ୍ୟ ଵିଭାଗୀୟ ପ୍ରିୟ ଛାତ୍ର ସଂକଳ୍ପ ତ୍ରିବେଦୀଙ୍କ ଅକାଳ ବିୟୋଗ ରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ନୀରବ ପ୍ରାଥନା ପୂର୍ବକ ଈଶ୍ୱରଙ୍କ ପାଖରେ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ ।ଶିକ୍ଷା ବିଭଗୀୟ ମୁଖ୍ୟ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ହରିହର ବେଶରା,ଅଧ୍ୟାପିକା ଚର୍ଚ୍ଚିକା ବେହେରା,ରସାୟନ ବିଜ୍ଞାନ ଵିଭାଗୀୟ ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ,ଅଧ୍ୟାପିକା ରାଜଲଷ୍ମୀ ରଥ,ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ ,ରାଜନୀତି ଵିଭାଗୀୟ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢୀ,ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ପାୟଲ ପ୍ରଧାନ,ଅଧ୍ୟାପିକା ଅର୍ପିତା ମଞ୍ଜରୀ ପଣ୍ଡା, ଶାରୀରିକ ଶିକ୍ଷା ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା ଶ୍ରୀ ଅକ୍ଷୟ ଦାଶ ,ଶ୍ରୀ ଧ୍ରୁବ ପାତ୍ର,ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ,ଅଧ୍ୟାପକ ଦୋଳଗୋବିନ ନାଏକ,ଅଧ୍ୟାପକ ବିପିନ ବିଶି,ଅଧ୍ୟାପକ ରୁକଧାର ଛାତ୍ରୀଆ, ଶ୍ରୀ ଜଳନ୍ଧର ଦୁରିଆ ,ଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ।
