ଶ୍ରୀ ଗୁରୁ ଅଲେଖ ମହିମା ଟୁଙ୍ଗିର ଶୁଭ ଉଦ୍ଘାଟନ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ନିକଟସ୍ତ ଘଣ୍ଟପଡ଼ା ଗ୍ରାମରେ ନୂତନ ଶ୍ରୀ ଗୁରୁ ମହିମା ଟୁଙ୍ଗିର ଶୁଭ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ (ବାପୁ ଭାଇ) ଯୋଗଦାନ କରି ମହିମା ଧର୍ମର ପୂଜ୍ୟ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ନେବାର ସାନିଧ୍ୟ ଲାଭକରି ମହିମା ଧର୍ମର ପରମ୍ପରା ସମାଜରେ ଭାତୃଭାବକୁ ସୁଦୃଢ଼ କରିବା ପାଇଁ ।ଶୂନ୍ୟ ଭଗବାନଙ୍କ ପାଖରେ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
