
ଏକତା ସମହିତା ପ୍ରକଳ୍ପ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କାର୍ଯ୍ୟଳୟ ପରିସର ରେ ଏକତା ସମହିତା ପ୍ରକଳ୍ପ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହଇଛି।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ରାୟଗଡ଼ ଓଏଲ୍ଏମ ବିପିଏମ୍ ପ୍ରଫୁଲ୍ଲ କୁମାର ନାଗବଂଶ ଆଇସିଡିଏସ୍ ସୁପର ଭାଇଯର ମାର୍ଲବା ସୁଶୀଳା ଭୂୟାଁ ରାୟଗଡ଼ ମିଶନ ଶକ୍ତି ବିପିଏ ସଞ୍ଜୟ ଶବର। ଯୋଗ ଦେଇ ଥିଲେ ।
ସମହିତା କର୍ଯ୍ୟକରୁଥିବା ୬ଟି ପଞ୍ଚାୟତ ରୁ ପ୍ରାୟ ୬୦ ଜଣ ମହିଳା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତିସଂଘ ବାର୍ତ୍ତା ସମସ୍ତ ମହିଳା ଓ ବାଳିକା ନିମନ୍ତେ ଅଧିକାର ନ୍ୟାୟ ଓ ପଦକ୍ଷେପ ୬ଗୋଟି ପଞ୍ଚାୟତ ର ଆଦର୍ଶ ମହିଳା ମାନଙ୍କୁ ସମ୍ମାନୀତ କରିବା ସହ କିଛି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ। କରଯାଇଥିଲା। ଏହା କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି, ତେଜସ୍ପିନି ଦେବୀ, ଏବଂ ସମହିତ ଟିମ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହଇଥିଲା ।
